Latest Odisha News

BREAKING NEWS

Browsing Category

Video

୧୯୮୦ ମସିହାର ମେନ୍ୟୁ କାର୍ଡ, ଦର ଦେଖି ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ସବୁ ଜିନିଷ ଖୁବ ମହଙ୍ଗା। ଆଗରୁ ସବୁ ଜିନିଷ ଶସ୍ତାରେ ମିଳୁଥିଲା ବେଳେ ଏବେ ସବୁର ଦର ଆକାଶ ଛୁଆଁ। ତେବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ମେନ୍ୟୁ କାର୍ଡ, ଏହାକୁ ଦେଖି ଅପାଣ ଜାଣିପାରିବେ ଯେ ୧୯୮୦ ମସିହାରେ ମିଠା, ନମ୍‌କିନ୍‌ର ଦର କେତେ କମ ଥିଲା। ଏହି…

ଦୁନିଆର ସବୁଠୁ ମହଙ୍ଗା ଘର

ନିଜ ପାଇଁ ନିଜ ପସନ୍ଦର ଘର ତିଆରି କରିବା ସମସ୍ତଙ୍କ ସ୍ୱପ୍ନ । ପ୍ରତ୍ୟେକ ବ୍ୟକ୍ତି ନିଜ ସମ୍ୱଳକୁ ଦେଖି ସେଥିପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ତେବେ  ଦୁନିଆରେ ଏମିତି ବି କିଛି ଘର ଅଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ମହଙ୍ଗା ଘର ଗୁଡିକ ବିଷୟରେ…

ଦୁନିଆର ସବୁଠାରୁ ଛୋଟ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଚୀନ୍ ହେଉଛି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି । ଏହା ଜାଣି ଆପଣ ବିଶ୍ୱାସ କରିବେ ନାହିଁ? କିନ୍ତୁ ଏହା ସଂପୂର୍ଣ୍ଣ ସତ  । ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ…

ବର ଦେହରେ ହଳଦୀ ଲଗାଉଥିଲେ, ନିଜେ ଟଳିପଡିଲେ

ମୃତ୍ୟୁ କେତେବେଳେ କେଉଁଠି କେଉଁ ରୂପରେ ଆସିବ ତାହା କାହାରିକୁ ଜଣାନଥାଏ । ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଯେଉଁଠି ହସଖୁସିର ମାହୋଲରେ ମୃତ୍ୟୁର ତାଣ୍ଡବ ଖେଳିଛି । ତେବେ ଏମିତି ଏକ ଛାତିଥରା ଭିଡିଓ ଏବେ ଭାଇରାଲ ହେଉଛି । ବିବାହ ପାଇଁ ହଳଦୀ ସେରିମୋନି ଚାଲିଥିବା ବେଳେ ଏଥିରେ ଯୋଗ…

ଭାସୁଥିବା ବରଫ ଉପରେ ଚିତ୍ର କରି ଚର୍ଚ୍ଚାରେ ବ୍ୟକ୍ତି

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଚମତ୍କାର ପ୍ରତିଭାର ଅଧିକାରୀ । ସେମାନେ ନିଜର ଦକ୍ଷତା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।  ସେମାନଙ୍କର କିଛି ଭିଡିଓ ଏବଂ ଚିତ୍ର ଏତେ ଆଶ୍ଚର୍ଯ୍ୟକର ହୋଇଥାଏ ଯେ ସେଥିରୁ ଆଖି ହଟାଇବାକୁ ଇଚ୍ଛା ହୁଏ ନାହିଁ । ତେବେ ଏମିତି ଜଣେ…

ମାଙ୍କଡ ମାଜୁଛି ବାସନ

ସେ ଦୁଷ୍ଟ କିନ୍ତୁ ଚୁଲବୁଲ । ତା ହରକତ ବେଳେବେଳେ ବିରକ୍ତ କରିଦିଏ । ବେଳେବେଳେ ଏହି ଦୁଷ୍ଟାମୀ ମଜା ବି ଦେଇଥାଏ । ହଁ, ଆମେ କହୁଛୁ ମାଙ୍କଡ କଥା । ଜଙ୍ଗଲି ହେଲେ ବି ବେଳେବେଳେ ବେଶ ବୁଦ୍ଧିମତାର ପରିଚୟ ଦେଇଥାଏ ମାଙ୍କଡ । ସ୍ନେହ ଦେଇ ପାଳିଲେ ମଣିଷ ପାଖରେ ମଣିଷ ପରି ରୁହନ୍ତି । ତାଲିମ…

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ…

ଗୋଟିଏ ଓଭରରେ ଛ’ଟି ଓ୍ୱିକେଟ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ। ଯେକୌଣସି ସମୟରେ ଏହି ଖେଳର ମୋଡ଼ ବଦଳିଯାଇପାରେ। ଆଜିର ସମୟରେ ଏହି କ୍ରିକେଟ୍ ବ୍ୟାଟସମ୍ୟାନଙ୍କ ଖେଳ ଭାବରେ ବିବେଚନା କରାଯାଏ। ଅର୍ଥାତ୍ ବ୍ୟାଟସମ୍ୟାନଙ୍କ ପ୍ରାଧାନ୍ୟ ବିସ୍ତାର ଅଧିକ ରହିଛି। ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ…

[ଦେଖନ୍ତୁ ଭିଡିଓ] ସାଢେ ୪ କୋଟି ଓଡ଼ିଆ ପ୍ରୟାସ କଲେ ସମ୍ଭାବନା ସୃଷ୍ଟି :କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବାଦିକ ସମ୍ମିଳନୀ ଆରମ୍ଭରୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାପରେ ରେଳ ବଜେଟରେ ଓଡ଼ିଶାକୁ ରେକର୍ଡ ଅନୁଦାନ ନେଇ ସମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

[ଭିଡ଼ିଓ] ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ BSF ଦ୍ଵାରା ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଖୁସିର ଖବର । ମାଓଦମନ ସାଙ୍ଗକୁ ଏଥର ଲୋକଙ୍କ ସ୍ୱାସ୍ଥ୍ୟ ସେବା କଥା ଚିନ୍ତା କରିଛି  ବିଏସଏଫ ବାହିନୀ । ସାଧାରଣତନ୍ତ୍ର ଦିବସରେ ଦଶ ହଜାରରୁ ଉର୍ଦ୍ଧ ବାସୀଙ୍କୁ ମିଳିଛି ୧୦୮ ୱାଟର ଆମ୍ବୁଲାନ୍ସ । ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳର…