Latest Odisha News

BREAKING NEWS

Browsing Category

Video

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି…

ଲାଉ ତୁମ୍ବାରୁ ସ୍ଵତନ୍ତ୍ର ପରିଚୟ

ରାୟଗଡା : ଡଙ୍ଗର ମୁଲକର ହଜିଯାଇଥିବା ଲାଉ ତୁମ୍ବା ଏବେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉ ତୁମ୍ବାର ବହୁଳ ଵ୍ୟଵହାର ଲୋପ ପାଇ ଯାଉଥିବା ବେଳେ ଏବେ ତାକୁ ଜୀବନ୍ତ କରି ନୂଆ ଦିଗ ଦେଇଛନ୍ତି ରାୟଗଡା ସହରର ଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ । ବିଭିନ୍ନ କଳାକୃତିର ଚିତ୍ର…

ଡରାଉଛି ଡେଲଟା ପ୍ଲସ୍

ଭୁବନେଶ୍ୱର:  କରୋନାର ଭୟ ମନରୁ ଥମୁନି । ତା ସହିତ ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢାଇଛି । ନୂଆ ଭାରିଆଣ୍ଟ ଯୋଗୁ ଲୋକଙ୍କ ମନରେ ଭୟ ବଢି ଚାଲିଛି । ତେବେ ସବୁ ଭାରିଆଣ୍ଟ ଅପେକ୍ଷା ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟବିପଦ ଜନକ । ହେଲେ ଏଥିପାଇଁ ଭୟଭୀତ…

ମଣ୍ଡିରେ ଧାନ ଗଜା, ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ଜୁନାଗଡ଼: ମଣ୍ଡିରେ ପଡ଼ି ରହିଛି ବସ୍ତା ବସ୍ତା ଧାନ । ନା ଆସିଛି ଟୋକନ୍ ନା ଉଠାଯାଉଛି ଧାନ । ଧାନ ଉଠାଣ ଦାବି ନେଇ ବହୁବାର ଚାଷୀଙ୍କ ବିରୋଧ ବି ଜାରି ରହିଛି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ପ୍ରତିଥର ପ୍ରତିଶ୍ରୁତି ଦେଇ କାମ ସରିଯାଉଛି । ହେଲେ ଏବେ ବି ମଣ୍ଡିରେ…

ଘର ଭିତରୁ ଗୋଧି ଉଦ୍ଧାର

ଭୁବନେଶ୍ୱର: ଘର ଭିତରୁ ଗୋଧି ଉଦ୍ଧାର । ପୁରୁଣା ଭୁବନେଶ୍ୱରରେ ଲିଙ୍ଗରାଜ ହାଟ ପଛପଟେ ଏକ ଭଡ଼ା ଘରୁ ଉଦ୍ଧାର ହୋଇଛି ଏହି ଗୋଧି । ସେଠାରେ ରହୁଥିବା ପବିତ୍ର ବେହେରାଙ୍କ ଘରେ ଦୁଇଦିନ ହେଲା ଗୋଧିଟି ଶୌଚାଳୟ ଭିତରେ ପଶିଯାଇଥିଲା । ଗୋଧି ଟିକୁ ଭଗେଇବା ପାଇଁ ଵ୍ଲିଚିଂ ପାଉଡର ପକେଇ ପାଣି…

ଚିକିତ୍ସା ପାଇଁ ସହାୟତା ଆଶାରେ ହରମୋହନ

ନୀଳମାଧବପୁର: ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ରୋଗଗ୍ରସ୍ତ ହୋଇ କିଛି ବର୍ଷ ହେଲା ଶଯ୍ୟାଶାୟୀ ହରମୋହନ ଦାସ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପରିବାର ବୋଝ ବି ତାଙ୍କ ଉପରେ । ଜମିବାଡି ସବୁ ବିକ୍ରି ସରିଥିବା ବେଳେ ଏବେ କିଛି ସହାୟତା ଆଶାରେ ବସିଛନ୍ତି ହରମୋହନଙ୍କ ପରିବାର ।…

ସ୍ପ୍ରିଣ୍ଟ କିଙ୍ଗ ମିଲଖା ସିଂ

ଭୁବନେଶ୍ୱର:ଇଣ୍ଡିଆନ୍ ଫିଲ୍ଡ ସ୍ପ୍ରିଣ୍ଟ ଲିଜେଣ୍ଡ ମିଲଖା ସିଂ । ଭାରତର ସବୁଠୁ ବଡ ନାମୀ ଖେଳାଳି ହେଉଛନ୍ତି ମିଲ୍‌ଖା । ଖାଲି ସେତିକି ନୁହେଁ ଏସିଆନ୍ ଗେମ୍ସ ଓ କମନୱେଲ୍‌ଥ ଗେମ୍ସରେ ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମିଲଖା । ପଞ୍ଜ।।ବ…

ତପୁଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର: ମହାମାରୀ କରୋନା କବଳରେ ସେଲିବ୍ରିଟି । କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଅମ୍ଳଜାନ ସ୍ତର ଖସିବାରେ ଲାଗିଛି । ତପୁଙ୍କର ଏବେ ଲମ୍ବା ସମୟ ଧରି…

ମନୋଜ ମ୍ୟାଜିକ୍ …

ଭୁବନେଶ୍ୱର : ମୋଷ୍ଟ ପପୁଲାର ବଲିଉଡ଼ ଆକ୍ଟର ମନୋଜ ବାଜପାୟୀ । ୱେବ୍ ସିରିଜ୍ ଅଭିନୟ ସାଙ୍ଗକୁ କରୋନା ସଚେତନତା ନେଇ ପାଲଟିଛନ୍ତି ରୋଲ୍ ମଡେଲ୍ । ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍ -୨’ରେ ଦମଦାର ଆକ୍ଟିଂରେ ସମସ୍ତଙ୍କ ଫେଭରେଟ ପାଲଟିଯାଇଛନ୍ତି । ତା ସହିତ ଏଥିରେ ସରକାର ମଧ୍ୟ ପ୍ରଭାବିତ…

କଟକଣା ଭିତରେ ଦେବ ଦମ୍ପତିଙ୍କ ବାହାଘର

ସମ୍ବଲପୁର : ମହମାରୀ ଭିତରେ ବି ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । କୋଭିଡ କଟକଣା ଭିତରେ ସମସ୍ତ ରୀତିନୀତି ସହକାରେ କରାଯାଇଛି ବିବାହ । ସମ୍ବଲପୁରର ଝାଡୁଆପଡାରୁ ନେଇ ମୁଦିପଡା ଓ ବଡ଼ବଜାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିରରେ ମହାଦେବଙ୍କ ମହାଆଳତୀ କରାଯାଇ…