Latest Odisha News
Browsing Category

ଭାଇରାଲ୍ ପୋଷ୍ଟମର୍ଟମ

Viral Post Mortem

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ମାଣଧୀନ ଅଯୋଧ୍ୟା ମନ୍ଦିରର ଫଟୋ, ସତ ନା ମିଛ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ନିର୍ମାଣଧୀନ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଫଟୋ । ଏ ନେଇ ଖାସ କରି ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଏହାର…

ଫ୍ୟାକ୍ଟ ଚେକ୍: ଅକ୍ଟୋବର ୧ ରୁ ଖୋଲୁଛି ସିନେମା ହଲ !

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ସିନେମା ହଲ ଖୋଲୁଥିବା ନେଇ ସ୍ଥାନୀୟ ବକ ୱେବ ପୋର୍ଟାଲ ରେ ସେପ୍ଟେମ୍ବର ୧୦ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ଅକ୍ଟୋବର 1 ରୁ ସାରା ଦେଶରେ ସିନେମା ହଲ୍ ଖୋଲିବାର ସମ୍ଭାବନା ରହିଛି। “ଅଲ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେବେ ଉନ୍ମୋଚନ ହୋଇଥିଲା ରାମାୟଣ ଷ୍ଟାମ୍ପ ?

ଭୂବନେଶ୍ୱର: ବହୁ ଅପେକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପାଇଁ ଚଳଚଂଚଳ ସାରା ଭାରତ । ନିମନ୍ତ୍ରିତ ଅତିଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଏପରି ସ୍ଥିତିରେ କିଛି ପୋଷ୍ଟାଲ୍ ଷ୍ଟାମ୍ପ ଯାହା ରାମାୟଣ ସହ ସଂପୃକ୍ତ, ତାହା…

ଭାଇରାଲ ପୋଷ୍ଟମୋର୍ଟମ: ନିର୍ମାଣ କରିଛନ୍ତି ୬୦୦ ଡ୍ରୋନ୍‌, ହେଲେ ପ୍ରମାଣ କାହିଁ ?

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । କର୍ଣ୍ଣାଟକର ୨୨ ବର୍ଷୀୟ ଯୁବକ ପ୍ରତାପ ଏନ୍‌.ଏମ ନିଜକୁ ଭାରତର ସର୍ବ କନିଷ୍ଠ ଡ୍ରୋନ୍ ବୈଜ୍ଞାନିକ ରୂପେ ସ୍ୱତଃ ଘୋଷଣା କରିବା ସହ ଇ-ୱେଷ୍ଟରୁ ୬୦୦ ଡ୍ରୋନ୍ ନିର୍ମାଣ କରିଥିବା ନେଇ ଦାବି କରିଥିଲେ । ପ୍ରତାପଙ୍କ ଖବରକୁ ଡେକାନ୍ ହେରାଲ୍ଡ ଓ…

ଭାଇରାଲ୍ ପୋଷ୍ଟମୋର୍ଟମ୍: କାହିଁକି ଝାଡଖଣ୍ଡରେ ଉଠିଥିଲା ପାକିସ୍ତାନ ଓ ବଙ୍ଗଳାଦେଶକୁ ନେଇ ଝଡ ?

ଭୁବନେଶ୍ୱର: ଆମେ ରହୁଛନ୍ତି ଭାରତରେ ହେଲେ ଶିଖିବା ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ! କଥାଟା ଅଖାଡୁଆ ଲାଗୁଥିଲେ ବି କିଛି ଏପରି ଘଟଣା ଘଟିଛି ଝାଡଖଣ୍ଡରେ । ଏ ଘଟଣାଟା କେତେଦୂର ସତ । ଆସନ୍ତୁ ଜାଣିବା ଆଜିର ଭାଇରାଲ୍ ପୋଷ୍ଟମୋର୍ଟମ୍‌ରେ । ଏହି ସମସ୍ତ  ଖବର କାଗଜ ଉପରେ ଟିକେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ଯାତିତ ମାଙ୍କଡ ଓ କୋଭିଡ୍‌-୧୯ ଭ୍ୟାକ୍ସିନ ପରୀକ୍ଷଣ ସହ କ’ଣ ରହିଛି ସଂପର୍କ ?

ଭୁବନେଶ୍ୱର‌: ଏକ ସଫଳତମ କୋଭିଡ୍‌-୧୯ ଭ୍ୟାକ୍ସିନ୍ ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଓ ଲାବ୍ରୋଟୋରୀଙ୍କ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଯୋଗୀତା । ହେଲେ ଏହି ସମୟରେ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ମାଙ୍କଡଙ୍କୁ ଏକ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେମିତି ଭାଇରାଲ୍ ହେଲା ନାନାବତୀ ହସ୍ପିଟାଲରେ ଅମିତାଭଙ୍କ ଭିଡିଓ ?

ଭୁବନେଶ୍ୱର: କିଛି ନୂଆ ନୁହେଁ । ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କ ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ଏହି ତାଲିକାରେ ସାମିଲ ହୋଇଛି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଭିଡିଓ । କରୋନା ରିପୋର୍ଟ ପଜିଟିଭ ବାହାରିବା ସହ ଅମିତାଭ ହସ୍ପିଟାଲରେ ଆଡମିଟ୍ ହେବା ପରେ ଏକ…

[ଭିଡ଼ିଓ]: ମାଙ୍କଡ଼ ଶିକାର ପାଇଁ ଗଛରେ ଚଢିଲା ବାଘ, ତାପରେ କ’ଣ ହେଲା ଦେଖନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏପରି ଏକ ଭିଡ଼ିଓ ଯାହାକୁ ଦେଖି ଆପଣଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ଯିବ । ହୃଦୟର ସ୍ପନ୍ଦନ ବଢିଯିବ । ଏହି ଭିଡ଼ିଓଟି ହେଉଛି ଏକ ମାଙ୍କଡ଼ ଓ ବାଘର। ଜଣେ ଖାଦ୍ୟ…

ଭାଇରାଲ ପୋଷ୍ଟମର୍ଟମ: କାହିଁକି ସୁଶାନ୍ତ ସିଂଙ୍କୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀ ?

ଭୁବନେଶ୍ୱର: ରବିବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ବଲିଉଡର ଉଦୀୟମାନ କଳାକାର ସୁଶାନ୍ତ ସିଂ ରାଜପୁତ । ଅଭିନୟ ଜଗତରେ ଖୁବ କମ ଦିନରେ ନାଁ କମାଇ ଥିବା ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଅଗଣିତ ଫ୍ୟାନ୍ସ ଓ ପରିବାର ଲୋକେ । ଯେଉଁଠି ସ୍ବର୍ଗତ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସହିଦ ହେଲେ ୭୫ ଭାରତୀୟ ଯବାନ, ସତ ନା ଗୁଜବ ?

ଭୁବନେଶ୍ୱର: ତେଜିବାରେ ଲାଗିଛି ଭାରତ ଓ ଚାଇନା ମଧ୍ୟରେ ବିବାଦ । ପୂର୍ବ ଲଦାଖରେ LAC ବା ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌କୁ ନେଇ ମୁହାଁମୁହିଁ ଦୁଇ ଦେଶ । ଏପରି ସ୍ଥିତିରେ ଚାଇନା ସେନା ୭୫ ଭାରତୀୟ ଯବାନଙ୍କୁ ନିହତ କରିଥିବା ଖବର ସାମ୍ନାକୁ ଆସିଛି । ତ୍ରୀରଙ୍ଗାରେ ଆବୃତ କିଛି…