Latest Odisha News
Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ସୋସିଆଲ୍ ମିଡିଆରେ ଧମାଲ୍ ମଚାଇଛନ୍ତି ସମୋସାବାଲା

ଭୁବନେଶ୍ୱର: ମାର୍କେଟିଂ ଭଳି କ୍ଷେତ୍ରରେ ସଫଳତା ହାସଲ କରିବା ଏତେଟା ସହଜ ନୁହେଁ । ପ୍ରଫେସ୍ନାଲଙ୍କୁ ବାଦ୍ ଦେଲେ କୌଣସି ସାମଗ୍ରୀ ବିକିବାକୁ ହେଲେ ରାସ୍ତା ବିକାଳୀଙ୍କୁ ଏଥିପାଇଁ ବିଭିନ୍ନ ତରିକା ଆପଣେଇବାକୁ ପଡିଥାଏ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ବ୍ୟକ୍ତିଙ୍କ ଉପରେ…

[ଭିଡିଓ] ମହଙ୍ଗା ପଡିଲା ସୋସିଆଲ ମିଡିଆ ମସ୍ତି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଟସନ୍ ଦେଖାଇବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶ ଆଗ୍ରା ଅଂଚଳର ମହିଳା ପୋଲିସ କନେଷ୍ଟବଳ ପ୍ରିୟଙ୍କା ମିଶ୍ରା । ଖାକି ପୋଷାକ ପିନ୍ଧି ରଭଲଭର ଧରି ପ୍ରସ୍ତୁତ କରିଥିଲେ ଏକ ସର୍ଟ ଭିଡିଓ । ତେବେ ଭିଡିଓଟିକୁ ସେ ଇନଷ୍ଟାଗ୍ରାମରେ…

[ଭିଡିଓ] ମୋବାଇଲ ଧରି ଚମ୍ପଟ୍ ମାରିଲା ଶୁଆ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଧରି ଗୋଟିଏ ଶୁଆ ଉଚ୍ଚ ଆକାଶରେ ଉଡିବା ଦେଖାଯାଇପାରେ । ତେବେ ସବୁଠୁ ମଜାଦାର ଘଟଣା ହେଉଛି ଏହି ସମସ୍ତ ଦୃଶ୍ୟ ସେହି ମୋବାଇଲରେ ହିଁ କଏଦ ହୋଇଥିଲା । Parrot takes…

[ଭିଡିଓ] ମାଙ୍କଡ ପିନ୍ଧିଲା ମାସ୍କ, କେବେ ଶିଖିବେ ଅମାନିଆ

ଭୁବନେଶ୍ୱର: ସାରା ବିଶ୍ୱକୁ ଥରହର କରିଥିଲା କରୋନା ମହାମାରୀ । ଆମ ମଧ୍ୟରୁ ଅନେକ କେହି ଆପଣାର, କେହି ସାହିପଡିଶା ଓ ସାଙ୍ଗସାଥୀଙ୍କୁ ହରାଇଛନ୍ତି । ସଂକ୍ରମଣଠାରୁ ବର୍ତ୍ତିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନେକ ପ୍ରକାର ନିୟମାବଳୀ ଜାରି କରିଛନ୍ତି । ତଥାପି ଅନେକ ଲୋକ ମାସ୍କ ପିନ୍ଧିବାକୁ…

[ଭିଡିଓ] ଜନ ଆଶୀର୍ବାଦ ଯାତ୍ରାରେ ନାଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋରାପୁଟ: ବିଜେପିର ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି କୋରାପୁଟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ଆଦିବାସୀ ମହିଳାଙ୍କ ସହ ତାଙ୍କ ନାଚ ଚର୍ଚ୍ଚାରେ ରହିଛି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍…

କୋଭିଡ କଟକଣା ଭାଙ୍ଗିଲେ ଚାନ୍ଦବାଲି ବିଧାୟକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ବିବାହ ଉତ୍ସବରେ କୋଭିଡ ଗାଇଡ଼ ଲାଇନ୍ ଉଲ୍ଲଂଘନ ଅଭିଯୋଗ । ବିବାହ ସମୟରେ ନିୟମ ଉଲ୍ଲଂଘନ କରି ଏକାଠି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋଦ୍ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ନିଜ ବନ୍ଧୁ ଓ ସହଯୋଗୀଙ୍କ ସହ ନାଚୁଥିବାର ଦେଖିବାର…

[ଭିଡିଓ] ବିବାହ ଦିନ ନବବିବାହିତା ଦେଖାଇଲେ ମାର୍ସଲ୍ ଆର୍ଟସ୍ ଷ୍ଟଣ୍ଟ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା କିଛି ସହଜ କଥା ନୁହେଁ । ଏଥିପାଇଁ ଟ୍ୟାଲେଣ୍ଟ କିମ୍ବା ଭାଗ୍ୟର ସାଥ୍ ନିହାତି ଜରୁରୀ । ବେଳେବେଳେ ଅଜାଣତରେ ବି ଅନେକ ଘଟଣା ଓ ବ୍ୟକ୍ତି ଭାଇରାଲ୍ ହୋଇଥାନ୍ତି । ହେଲେ ଏଠି ଆମେ ଜଣେ ନବବିବାହିତାଙ୍କ କଥା ଉଲ୍ଲେଖ କରିଛୁ । ଯିଏ କି ନିଜ ବିବାହ…

ଉପହାସ ନୁହେଁ, କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଛି ଭାରତ । ଅନେକ ଲୋକ ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ନିକଟରେ ଏକ ଦେଶୀ ଯୁଗାଡ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । #ଦେଶୀଯୁଗାଡ କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ…

କ୍ୱାରେଣ୍ଟାଇନ୍ ଶିଶୁଙ୍କ ମନମୋହକ ଆଲିଙ୍ଗନ ଦୃଶ୍ୟ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନା ମହାମାରୀ ଅନେକ ଲୋକଙ୍କୁ ଆଣିଦେଇଥିଲା ଅକସ୍ମାତ ଦୁଃଖ । ହେଲେ ସେହି ଦୁଃଖରେ ବି ଦୁନିଆ ଖୁସୀରେ ରହିବା ଶିଖିଗଲାଣି । ସୋସିଆଲ ମିଡିଆରେ ଦୁଇଟି ଶିଶୁଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ତେବେ ଭାଇରାଲ୍ ହେବାଠୁ ଅଧିକ ଏହି ଭିଡିଓର ମର୍ମ ଅନେକଙ୍କୁ ମାନସିକ…

ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମସ୍ତି

ଭୁବନେଶ୍ୱର: ଦିନକୁ ଦିନ ବଢ଼ିଚାଲିଛି କାରୋନା ଚିନ୍ତା । କରୋନା ମହାମାରୀରେ ସବୁଆଡେ ତାଲା ବନ୍ଦ। ରାସ୍ତା ଘାଟ ବି ଶୁନଶାନ୍ ହୋଇପଡିଛି । ସେପଟେ ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ବି ବାଦ ପଡିନି। ହେଲେ ଏହି ସମୟରେ ନନ୍ଦନକାନନରେ କିଛି ଖୁସିର ଦୃଶ୍ୟ ଦେଖିବାକୁ ମିଳିଛି।…