Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭାଇରାଲ୍ ଭିଡିଓ] ହଜାରହଜାର ଗଛ ଓପାଡିଲେ ପାକିସ୍ତାନୀ !

ପାକିସ୍ତାନ: ରବିବାର ପାକିସ୍ତାନରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଯେଉଁଠି ଭାରତର ପ୍ରଧାନମନ୍ତ୍ରୀ ଗଛ ଲଗାଇବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ସେଠି ପାକିସ୍ତାନୀ ଲୋକ ଲାଗିଥିବା ଗଛକୁ ଓପାଡି ଫୋପାଡିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ…

[ଭାଇରାଲ୍ ଭିଡିଓ] ମୁମ୍ବାଇ ବନ୍ୟାରେ ମହିଳାଙ୍କ କମାଲ୍ !

ମୁମ୍ବାଇ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ବେହାଲ ମୁମ୍ବାଇ । ଗତ କିଛି ଦିନ ଧରି ମୁମ୍ବାଇର ପରିସ୍ଥିତି ନେଇ ଲଗାତାର ଭିଡିଓ ସାମ୍ନାକୁ ଆସିଛି । ହେଲେ ନିକଟରେ ଜଣେ ମହିଳାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ପଶ୍ଚିମ ମୁମ୍ବାଇ ତୁଲସୀ ପାଇପ୍ ରୋଡ୍‌ରୁ ଆସିଥିବା ଏହି…

[ଭାଇରାଲ୍ ଭିଡିଓ] ରାସ୍ତାକଡରେ ମିଳିଲା ମାଗଣା ମଦ, ଲୋକେ ମାଲାମାଲ୍ !

ଛତିଶଗଡ: ରାସ୍ତାକଡରେ ଓଲଟିଲା ମଦ ବୋଝେଇ ଗାଡି । ଖବର ପାଇ ମଦ ଗାଡି ଜଗିବାକୁ ଆସିଲା ପୋଲିସ । ହେଲେ ମଦ ଗାଡି ଖବର ପାଇବା ପରେ ସାଧାରଣ ଲୋକ ବି ପହଂଚିଥିଲେ ଘଟଣାସ୍ଥଳରେ । ଆଉ ତା ପରେ ପୋଲିସକୁ ବେଖାତିର କରି ଲୋକେ ମଦ ହରିଲୁଟ୍ କରିବାରେ ଲାଗିପଡିଥିଲେ । ଛତିଶଗଡର କୱର୍ଦ୍ଧା ଅଂଚଳରେ…

[ଭାଇରାଲ୍ ଭିଡିଓ] ବେରୁଟ୍ ବିସ୍ଫୋରଣର ସାକ୍ଷୀ ସାଜିଲେ ନବବିବାହିତା ବଧୂ !

ଲେବାନନ୍‌: ମଙ୍ଗଳବାର ବେରୁଟ୍‌ରେ ଘଟିଥିଲା ଅବିଶ୍ୱସନୀୟ ବିସ୍ଫୋରଣ । ଏହି ଘଟଣାକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ନିକଟରେ ଏହି ଘଟଣା ସହ ସଂପୃକ୍ତ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁ ସମୟରେ ବେରୁଟ୍‌ରେ ଘଟିଥିଲା ଅକସ୍ମାତ ବିସ୍ଫୋରଣ । ଠିକ୍ ସେହି…

[ଭିଡିଓ] ବେରୁଟ୍ ପରେ ଦୁବାଇରେ ଭୀଷଣ ଅଗ୍ନିକାଣ୍ଡ !

ଦୁବାଇ: ଲେବାନନ୍ ବେରୁଟ୍‌ରେ ଭୟଙ୍କର ବିସ୍ଫୋରଣ ଲୋକଙ୍କ ମନରେ ନ ଲିଭୁଣୁ ଦୁବାଇରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ମଙ୍ଗଳବାର ବେରୁଟ୍ ଓ ବୁଧବାର ଦୁବାଇରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବେରୁଟ୍ ବିସ୍ଫୋରଣର ମାତ୍ର…

[ଭିଡିଓ] ଏବେ ବି ବଂଚିଛି ମାନବିକତା !

ମୁମ୍ବାଇ: କଥାରେ ଅଛି ପଶୁପ୍ରେମ ଭଗବାନଙ୍କ ସେବା ସଦୃଶ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ୱଡାଲା ଅଂଚଳରେ । ଗତ କିଛିଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି । ଏପରି ସ୍ଥିତିରେ ଏକ ବିଲେଇ ଛୁଆର ବା ସାହାସ କେତେ ? ପାଣିରେ ହନ୍ତସନ୍ତ ହୋଇ ଜୀବନ ସହ…

[ଭିଡ଼ିଓ] କ୍ରୋଧ ଓ ପ୍ରତିଶୋଧର ବର୍ବର ରୂପ…

ରାଜସ୍ଥାନ: ଜଣେ ଉଦ୍ଧତ ଗାଡି ଚାଳକର କାରନାମା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାଜସ୍ଥାନ ଆସଲପୁରର ଘଟଣା । ଯେଉଁଠି ଏକ ବୋଲେରୋ କ୍ୟାମ୍ପର ଅବିରତ ଭାବେ ଏକାଧିକ ଲୋକଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ମନରେ ପ୍ରଶ୍ନ ଆସେ, କାହିଁକି ? ଖୋଳତାଡରୁ ସାମ୍ନାକୁ ଆସିଥିଲା ଘଟଣାର…

[ଭିଡିଓ] ପ୍ରଶ୍ନଘେରରେ ଗଣମାଧ୍ୟମ ପ୍ରତିନିଧିଙ୍କ କର୍ତ୍ତବ୍ୟ !

ଭୁବନେଶ୍ୱର: ଆଜି ବି ବଂଚିଛି ମାନବିକତା । ଏହି ଉକ୍ତିକୁ ଅନେକ ସମ୍ବେଦନଶୀଳ ପରିସ୍ଥିତିରେ ଲୋକେ ମୁହଁରେ ଧରିଥାନ୍ତି । ହେଲେ ସତରେ କ’ଣ ଏବେ ବି ବଂଚିଛି ମଣିଷପଣିଆ ? ଏହି ଭିଡିଓଟିକୁ ଦେଖିଲା ପରେ ଆପଣଙ୍କ ମନରେ ବି ଠିକ୍ ଏହିପରି ପ୍ରଶ୍ନ ଉଙ୍କି ମାରିବ । ଭିଡିଓଟି କେଉଁଠୁ ଆସିଛି ତାହା ଏ…

[ଭିଡିଓ] ଅଯୋଧ୍ୟାରେ ରାମ ମନ୍ଦିର, ହିମାଚଳରେ ହନୁମାନଙ୍କ ଗଦା ପ୍ରହାର !

ହିମାଚଳ ପ୍ରଦେଶ: ସରିଛି ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିରର ଭୂମିପୂଜନ । ଏହି ଅବସରରେ ଭାଇରାଲ୍ ହୋଇଛି ଏକ ଭିଡିଓ । ଭିଡିଓଟି ହିମାଚଳ ପ୍ରଦେଶର ହୋଇଥିଲାବେଳେ ତାଜା ସ୍ଥିତିରେ ଏହା ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବେଶରେ ଅଛନ୍ତି । ଅନ୍ୟପଟେ ଆଉ ଜଣେ…

[ଭିଡିଓ] ସୋସିଆଲ୍ ମିଡିଆରେ ଭାଇରାଲ୍ ଟ୍ରପିକାଲ ଆଇସଲ୍ୟାଣ୍ଡ କେକ୍ !

ଭୁବନେଶ୍ୱର: ବିଶ୍ୱରେ ଫୁଡ୍ ଟ୍ରେଣ୍ଡ ପ୍ରତିଦନ ବଦଳିଥାଏ । ସେଥିମଧ୍ୟରୁ ଖାସ କରି କିଛି ସୋସିଆଲ ମିଡିଆ ପାଇଁ ଭାଇରାଲ୍ ହୋଇଥାଏ । ତେବେ ଏ କଥା କହିଲେ କିଛି ଭୁଲ ହେବନି ଯେ, ଏକ୍ସପରିମେଣ୍ଟ ଜରିଆରେ ହିଁ କିଛି ଖାସ୍ ଉଦ୍ଭାବନ ହୋଇଥାଏ । ତେବେ ତାଜା ସ୍ଥିତିରେ ଟ୍ରପିକାଲ୍ ଆଇସ୍‌ଲ୍ୟାଣ୍ଡ…