Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

[ଭାଇରାଲ୍ ଭିଡିଓ] ଲୁଟ୍ ଉଦ୍ୟମ ପରେ ଗିରଫ, ଫଇସଲା ଅନ୍ ଦ ସ୍ପଟ୍ !

ମଧ୍ୟପ୍ରଦେଶ: ମହଙ୍ଗା ପଡିଲା ଛୁରୀ ଦେଖାଇ ଗାଡି ଲୁଟ୍ ଉଦ୍ୟମ । ପୋଲିସ ହାତରେ ଧରାପଡି ଜନତାଙ୍କ ଆଗରେ ଖୁଲମ୍‌ଖୋଲା ଉଠ୍‌ବସ୍ । କିଛି ଏପରି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ଇନ୍ଦୋରରର ଦ୍ୱାରିକାପୁରୀ ଅଂଚଳ । ଗୁରୁବାର ସଂଧ୍ୟାରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଗାଡି ଲୁଟିବାକୁ…

[ଭାଇରାଲ୍ ଭିଡିଓ] ସାରା ବିଶ୍ୱରେ ଟ୍ରେଣ୍ଡ ସେଟର ପାଲଟିଲା “ନମସ୍କାର” !

ଭୁବନେଶ୍ୱର: କରୋନା କବଳରୁ ବର୍ତ୍ତିନାହାନ୍ତି ଧନୀ କି ଗରିବ । ଖାସ କରି ନେତା ଓ ମନ୍ତ୍ରୀଙ୍କ କାମ ଏହି ସମୟରେ ଢେର ବଢିଯାଇଛି । ମିଟିଂ, ପ୍ରେସ କନଫେରେନ୍ସ ଓ ଯୋଜନାମୂଳକ କାମରେ ମନ୍ତ୍ରୀମାନଙ୍କୁ ଅନେକ ଲୋକଙ୍କ ସହ ସାକ୍ଷାତ କରିବାକୁ ପଡୁଛି । କରୋନାରୁ ରକ୍ଷା ପାଇବା ପାଇଁ ଏବେ…

[ଦେଖନ୍ତୁ ଭିଡ଼ିଓ] ଲାଇଭ ସୋ’ ରେ ନ୍ୟୁଜ ଉପସ୍ଥାପିକାଙ୍କର ଗଳି ପଡ଼ିଲା ଦାନ୍ତ, ଆଉ ତା ପରେ…

ଓଡିଶା ସମ୍ବାଦ ବ୍ୟୁରୋ: ଲାଇଭ୍ ଟିଭି ସୋ’ରେ ପଢୁଥିଲେ ନ୍ୟୁଜ୍ । ହଠାତ ପାଟିରୁ ଖସିପଡିଲା ଦାନ୍ତି ।ଆଉ ତାପରେ କଣ ହେଲା? ସୂଚନାଯୋଗ୍ୟ, ଏହି ଦୃଶ୍ୟ ୟୁକ୍ରେନର ଏକ ଟିଭି ସୋ’ର । ଏଥିରେ ଚ୍ୟାନେଲର ଖବର ଉପସ୍ଥାପିକା ମରିକା ପଡଲ୍କୋ ନ୍ୟୁଜ୍ ପଢୁଥିଲେ । ଅଚାନକ୍ ତାଙ୍କ ପାଟିରୁ ଦାନ୍ତ…

[ଭାଇରାଲ୍ ଭିଡିଓ] ହସ୍ପିଟାଲରେ କାହିଁକି ନାଚିଲେ ମଧ୍ୟପ୍ରଦେଶର ଏହି ପରିବାର ?

ମଧ୍ୟପ୍ରଦେଶ: ଗୋଟିଏ ପରିବାରର ୧୯ଜଣ ସଦସ୍ୟ ହୋଇଥିଲେ କରୋନାଭାଇରସରେ ସଂକ୍ରମିତ । ଅଗଷ୍ଟ ୮ରେ ଭର୍ତ୍ତି ହୋଇଥିଲେ ମଧ୍ୟପ୍ରଦେଶର କଟନି ଜିଲ୍ଲା ହସ୍ପିଟାଲରେ । ତେବେ ସ୍ୱାଧୀନତା ଦିବସରେ ସେମାନଙ୍କ ରିପୋର୍ଟ ନେଗେଟିଭ ବାହାରିଥିଲା । ଏହି ଖୁସୀରେ ପରିବାରର କିଛି ସଦସ୍ୟ ହସ୍ପିଟାଲରେ ହିଁ…

[ଭାଇରାଲ୍ ଭିଡିଓ] ବନ୍ୟା ପାଣିରେ ବୁଡିବ ବିଶ୍ୱର ସର୍ବୋଚ୍ଚ ବୁଦ୍ଧ ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: ଚଳିତବର୍ଷ କେବଳ କରୋନା ନୁହେଁ ବରଂ ବର୍ଷା ଓ ବନ୍ୟା ବି ଧନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସମଗ୍ର ବିଶ୍ୱରେ ପ୍ରତିଦିନ ସାମ୍ନାକୁ ଆସୁଛି ବନ୍ୟା ପରିସ୍ଥିତି । ସମତଳ ଅଂଚଳ କଥା ଛାଡନ୍ତୁ ଅଭିଶପ୍ତ ୨୦୨୦ରେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତୀ ମଧ୍ୟ ବନ୍ୟାପାଣିରେ ବୁଡିବା ଭଳି…

[ଭାଇରାଲ୍ ଭିଡିଓ] ପଶୁ ଆଗରେ ପଶୁ ପାଲଟିଲା ମଣିଷ !

ପଂଜାବ: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଦୃଶ୍ୟ । ପଶୁ ଆଗରେ ପଶୁ ପାଲଟିଲା ମଣିଷ । ପଂଜାବର କାପୁରତାଲା ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ଜଣେ ବ୍ୟକ୍ତି ଏକ ବିଦେଶୀ କୁକୁରକୁ ଗାଡିରେ ଚାପି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଭିଡିଓରେ ବ୍ୟକ୍ତି ଜଣକ ପ୍ରଥମେ କୁକୁରଟିକୁ ଗାଡି…

[ଭାଇରାଲ୍ ଭିଡିଓ] ମାଆ କରୁଛି ମାଆକୁ ସଲାମ

ସେ ଭାରତ ମାତା । ତ୍ରିରଙ୍ଗା ଫର୍ ଫର୍ ଉଡିଲା ବେଳେ ଆମ ଛାତି କୁଣ୍ଢେମୋଟ ହୋଇଯାଏ । କାରଣ ଆମେ ସ୍ୱାଧୀନ । ଇଂରେଜ ଶାସନ କାଳରେ ଏଇ ଭାରତ ଦେଖିଛି କେତେ କେତେ ଜୁଲମ୍‌, ଦେଖିଛି ଅତ୍ୟାଚାର । ଏଇ ମାଆ ମାଟି ପାଇଁ କେତେ ଯେ ଜୀବନ ଯାଇଛି କେତେ ରକ୍ତ ବୋହୁଛି । ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ…

[ଭାଇରାଲ୍ ଭିଡିଓ] ଜର୍ମାନୀରେ ପାକିସ୍ତାନୀଙ୍କୁ ଧୂଳି ଚଟେଇଲେ ଏକାକୀ ଭାରତୀୟ !

ଭୁବନେଶ୍ୱର: ଭାରତରେ ଏବେ ପ୍ରଶାନ୍ତ ଭେଙ୍ଗୁରେଲକର ନାମକ ଜଣେ ବ୍ୟକ୍ତି ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ଚର୍ଚ୍ଚା ପଛରେ କାରଣ ସାଜିଛନ୍ତି କିଛି ମୁର୍ଖ ପାକିସ୍ତାନୀ ଓ ଖଲିସ୍ତାନ ସମର୍ଥକ । ଫ୍ରାଙ୍କଫର୍ଟ, ଜର୍ମାନୀରେ ପାକିସ୍ତାନୀଙ୍କୁ ନିଜ ଜବାବ ଜରିଆରେ ମଜା ଚଖେଇଛନ୍ତି ପ୍ରଶାନ୍ତ ।…

[ଭିଡିଓ] ଜୀବନ ବଂଚାଇଲା ଭାରତୀୟ ବାୟୁସେନା !

ଛତିଶଗଡ: ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା କୌଣସି ଅଣ ନକ୍ସଲ ଅଂଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଛତିଶଗଡ ବିଳାଶପୁରର ଖୁଟାଘାଟ ଡ୍ୟାମରେ ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫସି ରହିଥିଲେ । ପ୍ରାୟ ୧୨ ଘଣ୍ଟା ଧରି ଏକ ଗଛକୁ ଜାବୁଡି ଧରି ସେ ଜୀବନ ସହ ସଂଘର୍ଷ କରୁଥିଲେ । ସତରେ…