ଛାତ୍ରଛାତ୍ରୀଙ୍କୁ ସାଇକେଲରେ ବହି ବୋଝ ବୁହାଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ !
ବସ୍ତା: ସ୍କୁଲ ଛାତ୍ରଛାତ୍ରୀଙ୍କୁ କଷ୍ଟକର ପରିଶ୍ରମ କରାଇବାର ନିୟମ ନାହିଁ । ମାତ୍ର ଛାତ୍ରଛାତ୍ରୀମାନଙ୍କୁ ଜୋର ଜବରଦସ୍ତ ସାଇକେଲରେ ବହି ବୋଝ ବୁହାଇଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଏହି ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ମୁଳିଦା ଗ୍ରାମରେ ଥିବା ସତ୍ୟବତୀ ଉଚ୍ଚ…