ରେଲୱେ ଷ୍ଟେସନରେ ଛେପ ପକାଇଲେ ଭରିବେ ମୋଟା ଅଙ୍କର ଫାଇନ୍
ଭୁବନେଶ୍ୱର: ପୂର୍ବତଟ ରେଳବାଇ ସ୍ୱଚ୍ଛତାକୁ ନେଇ କଠୋର ପଦକ୍ଷେପ ନେଇଛି । ରେଲୱେ ଷ୍ଟେସନ ଓ ତା’ ଆଖପାଖ ଅଂଚଳରେ ଅଳିଆ କରିବା ଓ ଛେପ ପକାଇବା ଉପରେ ୧୦୦ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନୂଆ ଜରିମାନା ବ୍ୟବସ୍ଥା ଲାଗୁ କରିଛି ।
ଏହି ନୂଆ ଦଣ୍ଡ ବ୍ୟବସ୍ଥା ଷ୍ଟେସନ ଅଧିନରେ ବିଭିନ୍ନ ବର୍ଗ…