Latest Odisha News

BREAKING NEWS

ଅନାଥାଶ୍ରମ ଓ ସ୍କୁଲପିଲାଙ୍କ ସହ ମିଶି ଭୋଜନ କର; ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଅନାଥାଶ୍ରମ ଓ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ସମୟରେ ପିଲାମାନଙ୍କ ସହିତ ମିଶି ଭୋଜନ କରିବାକୁ ମନ୍ତ୍ରୀମାନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନାଥାଶ୍ରମ, ସରକାରୀ ବିଦ୍ୟାଳୟ ତଥା ଆହାର…

ଖୁବଶିଘ୍ର ଘରୋଇକରଣ ହେବାକୁ ଯାଉଛି ଭୁବନେଶ୍ୱର ଏୟାରପୋର୍ଟ !

ଭୁବନେଶ୍ୱର: ଦେଶର ୬ଟି ବିମାନ ବନ୍ଦରକୁ ଘରୋଇକରଣ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । ଓଡ଼ିଶାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ଘରୋଇ କରଣ କରାଯିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର କ୍ୟାବିନେଟ ।…

‘ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ’ ହେବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଉତ୍କଳ ମ୍ୟାନେଜମଣ୍ଟ ଆଲୁମ୍ନାଇ ଆସୋସିଏସନ ପୁରାତନ ଛାତ୍ର ସଂଘ (ଉମା) ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ମିଳିତ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ପ୍ଲାଷ୍ଟିକ ମୁକ୍ତ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଅଭିଯାନର ଶୁଭାରମ୍ଭ…

ବନ୍ୟା ପୀଡ଼ିତଙ୍କ ଉଦ୍ଧାର ଲାଗି କେରଳ ଗଲେ ଓଡ଼ିଶା ‘ଏନଡ଼ିଆରଏଫ’ ଟିମ୍

ଭୁବନେଶ୍ୱର: କେରଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି କଟକ ନିକଟସ୍ଥ ମୁଣ୍ଡଳୀରେ ଥିବା ଏନଡ଼ିଆରଏଫ ବିଭାଗର ୬ଟି ଟିମ୍ କେରଳ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ପହଞ୍ଚି ତୁରନ୍ତ ଏହି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି । ମିଳିଥିବା…

୩-୦ରେ ଶୃଙ୍ଖଳା ଜିତିଲା ବିରାଟ ବାହିନୀ, ରୋହିତ ‘ପ୍ଲେୟାର ଅଫ ଦ ସିରିଜ’ ଘୋଷିତ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ଖେଳ ପ୍ରଦର୍ଶନ କରି ରାଞ୍ଚି ଟେଷ୍ଟ ଜିତିବା ସହିତ ଭାରତୀୟ ଦଳ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି । ଦକ୍ଷିଣ ଆଫ୍ରିକାକୁ ୨ୟ ଇନିଂସରେ ୧୩୩ ରନରେ ଅଲଆଉଟ କରି ଭାରତ ଗୋଟିଏ ଇନିଂସ ସହିତ ୨୦୨ ରନରେ ବିଜୟ ହାସଲ କରିଛି । 11th straight series…

କ୍ରିକେଟରୁ ଅବସର ନେଲେ ନଟରାଜ ବେହେରା

ଭୁବନେଶ୍ୱର: ଓଡିଶା କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ହଳଧର ଦାସ ଅବସର ନେବାର ଗୋଟିଏ ଦିନ ପରେ ପୂର୍ବତନ ଓଡିଶା ରଣଜୀ ଖେଳାଳି ନଟରାଜ ବେହେରା ମଧ୍ୟ ସୋମବାର ଦିନ ସମସ୍ତ ପ୍ରକାର କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଅବସର ସମ୍ପର୍କୀତ ଏକ ଚିଠି ସେ ଓସିଏ ନିକଟକୁ ପଠାଇଛନ୍ତି ।…

ରାଜଧାନୀରେ ଦମ୍ପତିଙ୍କୁ ଘରେ ବନ୍ଦ କରି ଲୁଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠସ୍ଥ ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ କିଛି ଦୁବୃର୍ତ୍ତ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରେ ପଶି ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ ୭ ପ୍ଲଟ ନମ୍ବର ୫୩/୧୩୯ରେ…

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଅଗିରାଗାଡିଆ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ କୌଣସି କାରଣବଶତଃ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ଭାଗ୍ୟବଶତଃ ଗ୍ରାମ ମଧ୍ୟରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା…

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି!

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି! ବିଚିତ୍ର ବିଶ୍ୱାଳ ନିର୍ବାଚନ ପରବର୍ତ୍ତୀ ଥଣ୍ଡା ସମୟକୁ ସଂପ୍ରତି ଗରମ କରିଦେଇଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନୂଆ ଘୋଷଣା । ଗୋଟିଏ ହେଉଛି ଫାଇଭ୍ ‘ଟି’ ଓ ଅନ୍ୟଟି ‘ ମୋ ସରକାର’ । ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇଟି ଘୋଷଣା ସାଧାରଣ…