Latest Odisha News

BREAKING NEWS

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା: ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତିଲେ ଦୂତୀ ଚାନ୍ଦ

ଦୋହା: ଓଡ଼ିିଆ ଦୌଡ଼ରାଣୀ ଦୂତୀ ଚାନ୍ଦ କାତ୍ତାର ରାଜଧାନୀ ଦୋହାଠାରେ ଚାଲିଥିବା ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଦୂତୀ ଏହି ୨୦୦ ମିଟର ଫାଇନାଲ ଅତିକ୍ରମ କରିବାକୁ ୨୩. ୨୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅକ୍ତିଆର କରିପାରିଥିଲେ ।…

ମୋଦୀଙ୍କୁ ନବୀନଙ୍କ କଟାକ୍ଷ, ବିଜେଡ଼ି ସରକାରର ଶପଥ ଗ୍ରହଣ ଉତ୍ସବକୁ କଲେ ନିମନ୍ତ୍ରଣ

ବାଲେଶ୍ୱର: ବିଜେଡ଼ି ସରକାର ବିଦା ହେଲା ପରେ ପୁଣି ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ବ୍ୟାସକବି ଫକୀରମୋହନଙ୍କ ମାଟି ବାଲେଶ୍ଵରରେ ନିର୍ବାଚନୀ ଶୋଭାଯାତ୍ରାରେ…

୩ୟ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ୭୧.୬୧ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି ଏବଂ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଲାଗି ଏପ୍ରିଲ ୨୩ ତାରିଖରେ ହୋଇଥିବା ମତଦାନର ହାର ୭୧.୬୧ ପ୍ରତିଶତ । ଇତିମଧ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ମତଦାନ ହାର ପ୍ରକାଶିତ ହୋଇଛି । ଭୁବନେଶ୍ୱରରେ…

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ (୧୮୭୭-୧୯୨୮) କ୍ଷେତ୍ର: ସମାଜସେବା ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ…

ସାରଙ୍ଗଧର ଦାସ

ସାରଙ୍ଗଧର ଦାସ (୧୮୮୬-୧୯୫୬) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା। ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର…

ତୋ ସହ ଗୋଟେ ରାତି

ତୋ ସହ ଗୋଟେ ରାତି ସରୋଜିନୀ ଶଙ୍ଖୁଆ ଏଣିକି ରାତି ଘନେଇ ଆସିଲେ ତୋ ଘରେ ଆଲୁଅ ଜଳିଲେ ମୁଁ ହସେ ଫାଳିକିଆ ଜହ୍ନ ହେଇ ଦୂର ଆକାଶରେ... ବାହାରେ ମୋ ଅନ୍ଧାରି ସ୍ୱପ୍ନମାନେ ଇତସ୍ତତଃ ହୋଇ ଘୁରି ବୁଲନ୍ତି ତୋ ଆଲୁଅର ଅଲୋଡ଼ା ପଣରେ... ମୋ ଚାରିପଟେ ଘେରି ରହିଥିବା ଭାବନାର…

ଝିଅକୁ ନେଇ କାହାଣୀ

ଝିଅକୁ ନେଇ କାହାଣୀ ନୀହାରିକା ମଲ୍ଲିକ "...ଏବଂ ଶେଷରେ ଝିଅଟି ମରିଯାଏ" - ତୁମେ କହିଲ ଦୀର୍ଘଶ୍ଵାସ ଛାଡି! -ନା, ନା.. ଆଉ ମାରନି କେତେ ବା ମରିବ ଝିଅଟି! ମାଆ ପେଟରୁ ନେଇ ପୁଣି ସତକୁ ସତ ଜୁଇରେ ଜଳିବା ଯାଏଁ କବିତାଠୁ ନେଇ ଗଳ୍ପର ଶେଷଯାଏଁ ସେ ତ ଖାଲି ମରୁଥାଏ ତିଳତିଳ ହୋଇ ।…

ତମ ମୁହଁ ନଦେଖିଲା ଦିନ

ତମ ମୁହଁ ନଦେଖିଲା ଦିନ ବଳବନ୍ତ ସାହୁ ଫି' ଦିନ ତମ ଗାଁ' ଗୋଶାଳାରୁ ଆମ ଘରକୁ ଗୋରସ ଆସେ; କିଂତୁ , ତମ ମୁହଁ ନଦେଖିଲା ଦିନ ଗୋରସ ଛିଂଡି ଯାଏ , ହୃଦୟ ଭାଂଗି ଯାଏ ଆମ୍ବୁଲ ପକେଇ ସିଝେଇଲା ଭଳି । ଫି' ହପ୍ତା ତମ ଗାଁ' ହାଟରୁ ଆମ ଘରକୁ ପରିବା ଆସେ ; କିଂତୁ , ତମ ମୁହଁ ନଦେଖିଲା…

ଦୁଇ ହାତ ନଥିବା ଦିବ୍ୟାଙ୍ଗ ଗୋଡ଼ ଦ୍ୱାରା ଦେଲେ ଭୋଟ୍

ନୂଆଦିଲ୍ଲୀ: ଏବେ ଭାରତରେ ଚାଲିଛି ମହାନ ଗଣତନ୍ତ୍ରର ମହାପର୍ବ । ବିଶ୍ୱର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତକୁ ଅନ୍ୟ ରାଷ୍ଟ୍ରମାନେ ସମ୍ମାନ କରିଥାଆନ୍ତି । ଦୁଇ ହାତ ନଥିଲେ ମଧ୍ୟ ତେଲେଙ୍ଗାନା ଓ ବିହାରରେ ଦୁଇଜଣ ଦିବ୍ୟାଙ୍ଗ ନିଜ ଗୋଡ଼ ସାହାର୍ଯ୍ୟରେ ନିଜର ସୁଚିନ୍ତିତ ମତଦାନ…

ଓଡ଼ିଶାର ୯ଟି ଜିଲ୍ଲାରେ କାଳ-ବୈଶାଖୀ ଆଶଙ୍କା, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ, ଓଡ଼ିଶାର ୯ଟି ଜିଲ୍ଲାରେ ବଜ୍ରପାତ ସହିତ ପବନ ଓ ବୃଷ୍ଟିପାତର ଯଥେଷ୍ଟ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ବୁଧବାର ଦିନ ଏକ ସତର୍କ ସୂଚନା ଜାରି କରାଯାଇଛି । ଏହି…