ସୋରଡ଼ାରେ ଇଭିଏମ କଣ୍ଟ୍ରୋଲ୍ ୟୁନିଟ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଅଟକ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଇଭିଏମ କଣ୍ଟ୍ରୋଲ୍ ୟୁନିଟ୍ ଭଙ୍ଗାରୁଜା ଅଭିଯୋଗରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ନୀଳମଣି ବିଶୋଇଙ୍କୁ ଅଟକ ରଖାଯାଇଛି । ସୋରଡ଼ାର ୧୮୨ ନଂ ବୁଥରେ ବିଧାୟକ ପ୍ରାର୍ଥୀ ଜଣକ ପ୍ରବେଶ କରି ଏପରି ଘଟଣା…