Latest Odisha News

BREAKING NEWS

ଏମଜେ ଆକବରଙ୍କ ମାନହାନୀ ମୋକଦ୍ଦମା ପ୍ରସଙ୍ଗ: କୋର୍ଟ ଦ୍ୱାରା ପ୍ରିୟା ରମଣୀ ଦୋଷମୁକ୍ତ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଦ୍ୱାରା ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ କରାଯାଇଥିବା ମାନହାନୀ ମୋକଦ୍ଦମାର ଶୁଣାଣୀ କରି କୋର୍ଟ ବୁଧବାର ଦିନ ପ୍ରିୟାଙ୍କୁ ଦୋଷମୁକ୍ତ କରିଛନ୍ତି । ସମ୍ପାଦକରୁ ରାଜନେତା ପାଲଟିଥିବା ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ…

ଆଜି ସୁନ୍ଦରଗଡରେ ନବୀନ, ଜୋର ଧରିଲା ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ସମାପ୍ତ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ ତା୧୦-୦୪-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୦ ତାରିଖ ବୁଧବାର ମୀନ ୨୭ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର କର୍କଟ ରାଶିର ଘାତ ବାର ବିଛା ରାଶି…

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

ବିଭୂତି ପଟ୍ଟନାୟକ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ପିତାମହ । ରୋମାଂଟିକ ସୋସିଆଲିଷ୍ଟ୍‍ ଭାବେ ସେ ଉପନ୍ୟାସକୁ ଦେଇଛନ୍ତି ପ୍ରଚୁର ପାଠକୀୟତା। ବହୁ ପୁସ୍ତକ ଓ ସମ୍ମାନର ଅଧିକାରୀ ଏହି ଯଶସ୍ୱୀ ଔପନ୍ୟାସିକଙ୍କ ସହ ସରୋଜ ବଳଙ୍କ ଆଳାପ: ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି :…

ବିଜେଡ଼ିରେ ମିଶିଲେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

ଭୁବନେଶ୍ୱର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବାପରେ ସନ୍ଧ୍ୟାରେ ବିଜୁ ଜନତା ଦଳ (ବିଜେଡ଼ି)ରେ ଯୋଗଦାନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଶଙ୍ଖଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ସମୟରେ ଦଳ ସୁପ୍ରିମୋ…

ଗଜପତି ଜିଲ୍ଲା ମୋହନାରେ ଲ୍ୟାଣ୍ଡ୍ ମାଇନ୍ ଜବତ

ଗଜପତି: ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ମୋହନାର ଅଡ଼ବା ଥାନା ଅନ୍ତର୍ଗତ ଅନ୍ଧାରୀରୋଡ଼ର ଏକ କଲର୍ଭଟ୍ ତଳେ ୫୦ କେଜି ଓଜନର ଲ୍ୟାଣ୍ଡ୍ ମାଇନ୍ ପୋଲିସ ପକ୍ଷରୁ ଉଦ୍ଧାର ହୋଇଛି । ପ୍ରଥମେ ଏହି ବମଟିକୁ ସିଆରପିଏଫ ଯବାନ…

ବିଜେଡ଼ି ଇସ୍ତାହାରରେ ଆମେ କୃଷକ, ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇଛୁ: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୃଷକ, ମହିଳା ଓ ଯୁବବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି ସ୍ୱତନ୍ତ୍ର ଭାବେ ଏହି…

ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ରେଲୱେ ପକ୍ଷରୁ ଆରପିଏଫ୍, ଜିଆରପି ଓ ଅଗ୍ନିଶମ ବିଭାଗ ସମ୍ମାନିତ

ଭୁବନେଶ୍ୱର : ଗତ ମାର୍ଚ୍ଚ ୨୨ରେ ତପସ୍ୱିନୀ ଏକ୍ସପ୍ରେସର ତିନିଟି ଖାଲି କୋଚରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ନିଜର ଉତ୍କୃଷ୍ଟ କାର୍ଯ୍ୟ ତଥା ଉଲ୍ଲେଖନୀୟ ସେବା ଫଳରେ ରେଳବାଇ ପକ୍ଷରୁ ଆରପିଏଫ୍, ଜିଆରପି ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଏହି ସେବା ପାଇଁ…

ମୋଦିଙ୍କ ବାୟୋପିକକୁ ବନ୍ଦ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ ରିଲିଜ ଉପରେ ରୋକ ଲଗାଇବା ପାଇଁ ଆବେଦନ କରାଯାଇଥିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ସେନସର ବୋର୍ଡ ଏହାକୁ ସାର୍ଟିଫିକେଟ୍ ଦେଇନାହାନ୍ତି ବୋଲି କହିଥବଲେ । ଫିଲ୍ମଟି…

ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ବୈଜୟନ୍ତଙ୍କ ସହ ବିବାଦ ତେଜିଲା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଦଳର ଜଣେ ପୂର୍ବତନ ସାଂସଦ ମିଥ୍ୟା ପ୍ରଚାର କରିଛନ୍ତି ବୋଲି ସୋମବାର ଦିନ ଏନଡିଟିଭି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ନବୀନ କହିଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ବୈଜୟନ୍ତ ହାସ୍ୟାସ୍ପଦ କହି ଏଡାଇ…