Latest Odisha News

BREAKING NEWS

ଭାରତ ବନ୍ଦ ଯୋଗୁଁ କଟକ-ଭୁବନେଶ୍ୱର ସବୁଠୁ ଅଧିକ ପ୍ରଭାବିତ

ଭୁବନେଶ୍ୱର/କଟକ: ଆଜି ଦେଶବ୍ୟାପୀ ୧୦ଟି ପ୍ରମୁଖ ଟ୍ରେଡ଼ ୟନିୟନ ଗୁଡ଼ିକ ପକ୍ଷରୁ ଯେଉଁ ୨ ଦିନିଆ ବନ୍ଦ ପାଳନ କରାଯାଉଛି ତାହାର ପ୍ରଭାବ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ପଡ଼ିଛି । ତେବେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଏହି ବନ୍ଦର ପ୍ରଭାବ ସମୂର୍ଣ୍ଣ ଭାବେ ପଡ଼ିଥିଲେ ମଧ୍ୟ ତୁଳନାତ୍ମକ ଭାବେ…

‘ଭାରତ ବନ୍ଦ’ ଯୋଗୁଁ ସାରା ଓଡ଼ିଶାରେ ଜନ ଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ସମଗ୍ର ଦେଶବ୍ୟାପୀ ୧୦ଟି ଟ୍ରେଡ଼ ୟୁନିୟନଗୁଡ଼ିକ ପକ୍ଷରୁ ଦୁଇଦିନ ଲାଗି ଆରମ୍ଭ ହୋଇଥିବା ବନ୍ଦ ଡ଼ାକରା ଯୋଗୁଁ ମଙ୍ଗଳବାର ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ସହିତ ରାସ୍ତାଘାଟରେ ଯାନବାହାନ…

ରାଉରକେଲାରେ ହେବ ଓଡିଶାର ୩ୟ ବିମାନବନ୍ଦର, ଡିଜିସିଏର ମଞ୍ଜୁରୀ

ଭୁବନେଶ୍ୱର : ଝାରସୁଗୁଡା ବିମାନବନ୍ଦର ପରେ ରାଜ୍ୟର ତୃତୀୟ ବିମାନବନ୍ଦର ଭାବେ ରାଉରକେଲା ଏୟାରପୋର୍ଟକୁ ଡିଜିସିଏ ଲାଇସେନ୍ସ ପ୍ରଦାନ କରିଛନ୍ତି । ଷ୍ଟିଲ ସିଟି ରାଉରକେଲାରେ ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଏହା ଦେଶର ଅନ୍ୟଭାଗ ସହିତ ଯୋଡ଼ି ହେବାର ସୁଯୋଗ ସୃଷ୍ଟି ହେବ ବୋଲି…

ଓଡିଶାର ଭିନ୍ନଭିନ୍ନ ସଡକ ଦୁର୍ଘଟଣାରେ ୫ ମୃତ

କଟକ/ଯାଜପୁର/ଢେଙ୍କାନାଳ : ରାଜ୍ୟରେ ମଙ୍ଗଳବାର ଦିନ ଭିନ୍ନଭିନ୍ନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି । କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ସକାଳେ ଏକ ଲୁହା ବୋଝୋଇ ଟ୍ରଲର ଏକ କଣ୍ଟେନର ଟ୍ରକକୁ…

ଜେଇଇ ମେନ୍ ପରୀକ୍ଷା ଲାଗି ଓଡିଶାରୁ ୩୯ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ମଙ୍ଗଳବାର ଦିନ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଓଡିଶାର ପ୍ରାୟ ୩୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି । ଏହି ସର୍ବଭାରତୀୟ ପରୀକ୍ଷାକୁ ପ୍ରଥମଥର ପାଇଁ ‘ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି’ (ଏନଟିଏ)…

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଗିରଫ ହେଲେ ସ୍ୱାମୀ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା (ନିକିତା)ଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଛି । ନିକିତାଙ୍କ ବାପା କଟକ ଚାଉଳିଆଗଞ୍ଜ ଥାନାରେ କରିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ…

ଭାରତ ବନ୍ଦ: ଆସନ୍ତାକାଲି ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ୱର: ଟ୍ରେଡ଼ ୟୁନିୟନ ପକ୍ଷରୁ ଆସନ୍ତାକାଲିଠୁଁ ଦୁଇଦିନ ଧରି ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଥିବା ଯୋଗୁଁ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି…

ପୁଅର ମୃତ୍ୟୁ ଦୁର୍ଘଟଣା ଜନିତ, ଆତ୍ମହତ୍ୟା ନୁହେଁ ବୋଲି କହିଲେ ଏସିପି ସଞ୍ଜିବ ଶତପଥୀ

ଭୁବନେଶ୍ୱର: ଏସିପି ସଞ୍ଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନଙ୍କର ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ଗଣମାଧ୍ୟରେ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରି ସେ କହିଛନ୍ତି ଏହା ଏକ ଦୁର୍ଘଟଣା ମାତ୍ର । “ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମମାନଙ୍କୁ ମୁଁ ବିନମ୍ରତାର ସହିତ ନିବେଦନ କରୁଛି ଯେ,…

ମେଟ୍ରିମୋନିଆଲ୍ ସାଇଟରୁ ଜୀବନସାଥି ବାଛିବା ପଡିପାରେ ମହଙ୍ଗା, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ପରଫେକ୍ଟ ଲାଇଫ୍ ପାର୍ଟନରଟେ ପାଇବା ଲାଗି ସମସ୍ତେ ଚାହିଁଥାନ୍ତି । ଯେତେବେଳେ ବାହାଘର ପାଇଁ ଅନେକ ପୁଅ ବା ଝିଅ ଦେଖାଚାହାଁ କଲେ ମଧ୍ୟ ମନ ପସନ୍ଦର ଯୋଗ୍ୟ ବର ବା କନ୍ୟା ମିଳିନଥାଏ, ସେତେବେଳେ ଅଧିକାଂଶ ଯୁବପିଢି ବିଭିନ୍ନ ମେଟ୍ରିମୋନିଆଲ୍ ସାଇଟ୍ ଗୁଡିକର ସାହାରା ନେଇଥାନ୍ତି ।…

ରହସ୍ୟ ଘେରରେ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା !

କଟକ : ଓଡିଆ ସିନେମା ତଥା ଧାରାବାହିକ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ (ନିକିତା) ମୃତ୍ୟୁ ଘଟଣାରେ ସୋମବାର ଦିନ ସାଇଣ୍ଟିଫିକ୍ ଟିମ୍ ତାଙ୍କର ମହାନଦୀ ବିହାର ସ୍ଥିତ ପୈତୃକ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ଛାତରୁ ତଳକୁ ଖସି ପଡିଥିଲେ…