ସାବରିମାଲା ବିବାଦ ପ୍ରସଙ୍ଗ: ଖୋଲିଲା ମନ୍ଦିର, ବଢିଲା ଉତ୍ତେଜନା
କେରଳ : ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏହି ମନ୍ଦିର ଖୋଲିବାର ଦିନକପରେ ଉତ୍ତେଜନା ବଢୁଥିବା ବେଳେ ସାବରିମାଲା କର୍ମ ସମିତି ପକ୍ଷରୁ ଆଜି କେରଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁ ଏକ୍ୟା…