ତାଣ୍ଡବ ରଚିଲା ‘ଗାଜା’, ମୃତକଙ୍କ ପରିବାରକୁ ପଲାନୀସ୍ୱାମୀଙ୍କ ସହାୟତା ରାଶି ଘୋଷଣା
ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ତାମିଲନାଡୁରେ ତାଣ୍ଡବ ରଚିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ନାଗପାଟିନମ୍ରେ ସ୍ଥଳ ଭାଗ ଛୁଇଁଥିଲା । ଏଥିସହିତ ତାମିଲନାଡ଼ୁ, ପୁଡୁଚେରୀ ଏବଂ ନାଗପାଟିନମ୍ର ଭେଡାରନୟମ୍…