ବାତ୍ୟା ‘ତିତଲି’ର ପ୍ରଭାବ: ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶର ପଲାସା ଓ ଗୋପାଳପୁର ମଧ୍ୟବର୍ତ୍ତୀ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ତିତିଲି ଓଡ଼ିଶା ଉପକୂଳ ଦେଇ ଘଣ୍ଟାପ୍ରତି ୧୦୦ରୁ ୧୨୦କିମି ବେଗରେ ଗତି କରୁଥିବାର ସୂଚନା ମିଳିଛି । ଏହା କ୍ରମେ ଦୁର୍ବଳ ହୋଇ ଉତ୍ତର-ପଶ୍ଚିମ ଦିଗ ମୁହାଁ ହୋଇ…