ମାଲକାନଗିରି: ଡ଼ଙ୍ଗା ବୁଡ଼ିଯାଇ ୪ଜଣ ନିଖୋଜ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ବାଲିମେଳା ଜଳଭଣ୍ଡାରର ବାର୍ଲାବନ୍ଧ ନଦୀଘାଟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ନଦୀରେ ଏକ ଡ଼ଙ୍ଗା ବୁଡ଼ି ଯିବାରୁ ଗତରାତିରୁ ୪ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି ।
ମିଳିଥିବା ସୂଚନାନୁସାରେ, ବିଲରୁ କାମ ସାରି କିଛି ଲୋକ ଡ଼ଙ୍ଗା…