ରାୟଗଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକର ବିଭିନ୍ନ ଅଞ୍ଚଳରେ ହିଂସାକୁ ନିନ୍ଦା କରି ମାଓବାଦୀ ବିରୋଧୀ ପୋଷ୍ଟର କାନ୍ଥରେ ଛପାଯାଇଛି ।
ଏହି ପୋଷ୍ଟର୍ ଗୁଡ଼ିକ ମେଡ଼ିକାଲ୍ ବଜାର, ଦହସିଲ ଅଫିସ ସହିତ ଅନେକ ଅଞ୍ଚଳରେ ମରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ପୋଷ୍ଟର ଗୁଡ଼ିକୁ ସମ୍ପୂର୍ଣ୍ଣ…