ବିଶ୍ୱକପ ଫୁଟବଲ: ଆଜି ସମସ୍ତଙ୍କ ନଜର ଚର୍ଚ୍ଚିତ ଖେଳାଳି ‘ମହମ୍ମଦ ସାଲ୍ଲା’ଙ୍କ ଉପରେ !
ମସ୍କୋ : ବିଶ୍ୱ ଫୁଟବଲ ଜଗତରେ ଇଜିପ୍ଟର ଫୁଟବଲର୍ ମହମ୍ମଦ ସାଲ୍ଲା ଏବେ ବେଶ୍ ଚର୍ଚ୍ଚିତ । ଷ୍ଟ୍ରାଇକର୍ ମହମ୍ମଦ ସାଲ୍ଲାଙ୍କ ପାଇଁ ଇଜିପ୍ଟ ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଛି କହିଲେ ଚଳେ । ତେବେ ଆଜି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଜିପ୍ଟ ଭେଟୁଛି ଶକ୍ତିଶାଳୀ ଉରୁଗୁଏ ଦଳକୁ ।…