Latest Odisha News

BREAKING NEWS

ପଦ୍ମ ଧରିଲେ ବଡଚଣା ନିର୍ବାଚନମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା

ଭୁବନେଶ୍ୱର: ସୁଦୃଢ ହେଉଛି ରାଜ୍ୟ ବିଜେପି । ଦଳରେ ମିଶୁଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀ ଛତିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ…

ଗୁଜୁରାଟରେ ଭୂ-କମ୍ପ ଝଟକା, ଲୋକେ ଭୟଭୀତ

ଅହମ୍ମଦାବାଦ: କିଛି ଦିନର ବ୍ୟବଧାନରେ ପୁଣି ଗୁଜୁରାଟରରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ…

ଖଣ୍ଡପଡାରେ କାହାପଟେ ସୌମ୍ୟ ?

ଭୁବନେଶ୍ବର: ଖଣ୍ଡପଡାରେ କାହାକୁ ସୌମ୍ୟଙ୍କ ଆଶୀର୍ବାଦ? ଅନୁଭବ ପଟ୍ଟନାୟକଙ୍କ ସାଥ୍ ଦେବେ ନା ସାବିତ୍ରୀଙ୍କୁ କହିବେ ବିଜୟୀ ଭବଃ ? ନା ବିଜେପିକୁ କରିବେ ସିକ୍ରେଟ ସପୋର୍ଟ ? କେଉଁ ଆଡକୁ ଢଳିବ ସୌମ୍ୟଙ୍କ ସମର୍ଥନ? ଖଣ୍ଡପଡାରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରଠୁ ତେଜିଛି…

ଲୋକପ୍ରିୟ ଗାୟକ ଅରିଜିତ ସ୍କୁଟିରେ ପତ୍ନୀଙ୍କ ସହ ଆସି ଦେଲେ ଭୋଟ

କୋଲକାତା: ଭାରତର ଦାମୀ ଗାୟକଙ୍କ ମଧ୍ୟରେ ପରିଗଣିତ ଅରିଜିତ ସିଂ ତାଙ୍କ ପତ୍ନୀଙ୍କ ସହ ସ୍କୁଟିରେ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ସେ ଭୋଟ ଦେଇଥିଲେ । ସେ ତାଙ୍କ ଦାମୀ କାରରେ ନ ଆସି ସ୍କୁଟିରେ ଆସିବାକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି । ପତ୍ନୀଙ୍କ ସହ…

ବଦଳିବ ବ୍ରହ୍ମପୁର ବାଜି !

ଭୁବନେଶ୍ବର : ବ୍ରହ୍ମପୁରରେ ବଡ଼ ଲଢେଇ। ପ୍ରଦୀପ ପାଣିଗ୍ରାହୀ ବନାମ ଭୃଗୁ ବକ୍ସିପାତ୍ର । ସମ୍ମାନର ଲଢେଇରେ ବଦଳିବାରେ ଲାଗିଛି ସମୀକରଣ। ବ୍ରହ୍ମପୁରରେ ଫୁଟିବ ପଦ୍ମ ନା ପୁଣି ଶଙ୍ଖନାଦ? କିଏ ଛିଡାଇବ କାହାର ଲେଖା? ବଦଳିଛି ମୁହଁ, ବଦଳିବ କି ଫଳାଫଳ? କୁଆଡେ ଢଳୁଛନ୍ତି ବ୍ରହ୍ମପୁର ଭୋଟର?…

ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି,ଏହି ନିଆଁ ଏବେ ଭୟଙ୍କର ହେବାରେ ଲାଗିଛି  । ଏହି ଜଙ୍ଗଲ ନିଆଁ ଏବେ ଜନବସତି ଆଡକୁ ବ୍ୟାପିବାରେ ଲାଗିଛି। ଉତ୍ତରାଖଣ୍ଡର…

ବିଜେପିରେ ଯୋଗଦେଲେ ବରୀ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପରି ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି…

ଟି୨୦ ବିଶ୍ୱକପ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ରୋହିତ ଶର୍ମାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ମତରେ କ୍ରମାଗତ କ୍ରିକେଟ ଖେଳି ରୋହିତ କ୍ଲାନ୍ତ ହୋଇ ପଡିଛନ୍ତି । ବିଶ୍ୱକପ ଆସନ୍ତା ମାସରେ ହେବାକୁ ଥିବାରୁ ଟିମ ଇଣ୍ଡିଆର ଅଧିନାୟକ…

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ କର୍ଣ୍ଣାଟକ ପୋଲିସର ସମନ

ନୂଆଦିଲ୍ଲୀ: ବିବାଦୀୟ ପୋଷ୍ଟକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ । ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ କର୍ଣ୍ଣାଟକ ପୋଲିସ ସମନ କରିଛି । ଏକ ସପ୍ତାହ ମଧ୍ୟରେ ବେଙ୍ଗାଲୁରୁ ପୋଲିସ ନିକଟରେ ହାଜର ହେବାକୁ ସମନ ରେ ସମୟ ଦିଆଯାଇଛି ।…

ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହଁନ୍ତି; ପୀତାମ୍ବର

ଭୁବନେଶ୍ବର:  ‘ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ନେତା ନୁହନ୍ତି, ନବୀନ ନିବାସରୁ ଏୟାରପୋର୍ଟ ତାଙ୍କର ବୁଲାବୁଲି’ -‘ମୁଖ୍ୟମନ୍ତ୍ରୀ ଏବେ ସଖୀ କଣ୍ଢେଇ, କିଛି ଅଫିସର ତାଙ୍କୁ ନଚାଉଛନ୍ତି’ ବିଜେଡିକୁ ବିଜେପି ଭାଙ୍ଗିବା ଚେଷ୍ଟା ନେଇ ପାଣ୍ଡିଆନଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ଏମିତି କିଛି କହି କଡ଼ା…