ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ
ଚେନ୍ନାଇ: ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ମହେନ୍ଦ୍ର ସିଂ ଧୋନୀ ଖେଳିବା ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରାଯାଉଛି । ଏପରିକି ଏଥିନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଧୋନୀ ମାଂସପେଶୀ ଜନିତ ଆଘାତ ସମସ୍ୟାରେ ପଡିଛନ୍ତି । ସେ ମ୍ୟାଚ ପୂର୍ବରୁ ଔଷଧ ଖାଇ ବ୍ୟାଟିଂ…