Latest Odisha News

BREAKING NEWS

୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ

ଭୁବନେଶ୍ୱର: ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି…

ମିଲେଟ୍ ଖାଦ୍ୟ ବିକ୍ରୟ ନିମନ୍ତେ ମିଲ୍କମନ୍ତ୍ର ସହ ଏସଏଚଜି ଗ୍ରୁପର ରାଜିନାମା ସ୍ୱାକ୍ଷରିତ

ଭୁବନେଶ୍ଵର: ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥର ବିକ୍ରିବଟା ନିମନ୍ତେ ମିଲ୍କମନ୍ତ୍ର ଡାଏରୀ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଭୁବନେଶ୍ୱରର ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଉରକେଲାର ଦିବ୍ୟଜ୍ୟୋତି ମହିଳା…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କ ବାସଭବନରେ ଇଡି ରେଡ୍

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆକ୍ସନମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଇଡି ଚଢାଉ କରିଛି । ଏହି ଚଢାଉରେ ଇଡିର ୧୦ ଜଣ…

ସୁନ୍ଦରଗଡ ସମରସଜ୍ଜା : ପୁଣି ମଇଦାନକୁ ଓହ୍ଲାଇବେ କି ଜୁଏଲ୍!

ଭୁବନେଶ୍ଵର: ଚବିଶ ସମର ପାଇଁ ସୁନ୍ଦରଗଡ ପ୍ରସ୍ତୁତ । ଗତ ୫ବର୍ଷ ଧରି ଗ୍ରାଉଣ୍ଡରେ ହୋମୱାର୍କ କରିଛନ୍ତି ତିନି ଦଳ । ବିଜୟ ରେକର୍ଡ ଦେଖିଲେ, ଆଦିବାସୀ ବହୁଳ ସୁନ୍ଦରଗଡ ଲୋକସଭା ଆସନରେ ଆଜି ଯାଏଁ ଜିତିନାହିଁ ବିଜେଡି । ୭ଥର ବାଜି ମାରିଛି କଂଗ୍ରେସ ତ ୫ଥର ବିଜେପିରୁ ଜିତିଛନ୍ତି ଜୁଏଲ ଓରାମ ।…

ପଦ୍ମ ଧରିଲେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରୀନାଥ ଗମାଙ୍ଗୋ

ଭୁବନେଶ୍ବର: ପଦ୍ମ ଧରିଲେ ତ୍ରୀନାଥ ଗମାଙ୍ଗୋ । ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଲେ ପୂର୍ବତନ ଗୁଣୁପୁରୁ ବିଧାୟକ ତ୍ରୀନାଥ ଗମାଙ୍ଗୋ । ସେ ଆଜି ଦଳୀୟ ପାର୍ଟି ଅଫିସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି…

ଇଡି ପକ୍ଷରୁ ୮ଥର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଅଭିଯୋଗ ପରେ ରାଉଜ ଏଭିନ୍ୟୁ କୋର୍ଟ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ସମନକୁ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲରେ ଆଜି ଶୁଣାଣି ହୋଇଥିଲା ।ଶୁଣାଣି ସମୟରେ ଅରବିନ୍ଦ…

ଶ୍ରଦ୍ଧା ୱାକର ହତ୍ୟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅଭିଯୁକ୍ତକୁ ଦିନକୁ ୮ଘଣ୍ଟା କରାଯିବ ଅନଲକ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀର ହାଇପ୍ରୋଫାଇଲ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଅନ୍ୟ କଏଦିଙ୍କ ପରି ଅନଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଦିଲ୍ଲୀ ହାଇକୋର୍ଟ । ଅନ୍ୟ କଏଦୀମାନଙ୍କ ପରି ଅଫତାବ ପୁନାୱାଲାକୁ ଦିନକୁ ୮ ଘଣ୍ଟା ଅନଲକ୍ କରିବାକୁ…

ଖୁବ ଶୀଘ୍ର ମୋଟା ହୋଇଯାଉଛନ୍ତି ଭାରତୀୟ ଲୋକେ, ଏହା ପଛର କାରଣ କହିଲା ‘ହୁ’

ନୂଆଦିଲ୍ଲୀ: ଆଜିକାଲି ଜୀବନଶୈଳୀ ଏତେ ବ୍ୟସ୍ତ ହୋଇପଡୁଛି ଯେ ଲୋକମାନେ ଶାରୀରିକ କାର୍ଯ୍ୟକଳାପ ପାଇଁ ସମୟ ପାଇପାରୁ ନାହାଁନ୍ତି, ଯେଉଁଥିପାଇଁ ସେମାନଙ୍କ ଶରୀରକୁ ସେସବୁର ସମସ୍ୟା ଉଠାଇବାକୁ ପଟେ । ଏହି କାରଣରୁ, ମେଦବହୁଳତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଅନେକ ଗମ୍ଭୀର…

ସିଏଏକୁ ବିରୋଧ କରିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବିକ୍ଷୋଭ, ରାଗିଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଶରଣାର୍ଥୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ଅମିତାଭ ବଚ୍ଚନ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ୮୧ ବର୍ଷୀୟ ଅଭିନେତାଙ୍କୁ ଶୁକ୍ରବାର ସକାଳେ କୋକିଲାବେନ୍ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ନିକଟରେ ତାଙ୍କ…