Latest Odisha News

BREAKING NEWS

ଏହି ଚାଉଳ ପାଇଁ ପୁରା ବିଶ୍ଵ ପାଗଳ, ଜାଣନ୍ତୁ ଉତ୍ପାଦନ ଦୃଷ୍ଟିରୁ ପାକିସ୍ତାନ ଆଗରେ ଭାରତର ସ୍ଥାନ

ଭୁବନେଶ୍ଵର: ଯେତେବେଳେ ବି ଚାଉଳ କଥା ଉଠେ, ସର୍ବପ୍ରଥମେ ବାସୁମତି ଚାଉଳର ନାମ ଆସେ । ଘରେ ଯେକୌଣସି ବିଶେଷ ଉତ୍ସବରେ ବାସୁମତି ଚାଉଳରେ ହିଁ ରୋଷେଇ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସୁମତି ଚାଉଳ ପ୍ରଥମେ କେଉଁଠି ଉତ୍ପନ୍ନ ହୋଇଥିଲା? ତେବେ ଆସନ୍ତୁ ଜାଣିବା ବାସୁମତି ଚାଉଳର ଇତିହାସ…

ସାହିତ୍ୟ ମତେ ଆତ୍ମବିଶ୍ୱାସୀ କରିଛି : ଆଦ୍ୟାଶା ନନ୍ଦ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଆଦ୍ୟାଶା ନନ୍ଦ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଗୋଡରେ ଲାଗିଛି ଆଘାତ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।…

ପ୍ରୋମିଜ ଡେ’: ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପରସ୍ପର ସାଥୀ ହୋଇ ରହିବାକୁ ଦେବେ ପ୍ରତିଶ୍ରୁତି

ଭୁବନେଶ୍ବର: ପ୍ରେମ କେବେ ସମୟ କିମ୍ବା ତାରିଖ ଦେଖି ହୋଇ ନ ଥାଏ । କିଛି ନ କହି ମଧ୍ୟ ପ୍ରେମକୁ ପ୍ରକାଶ କରାଯାଇପାରେ । ପ୍ରେମ ତ୍ୟାଗ, ବିଶ୍ୱାସର ଏପରି ଏକ ବନ୍ଧନ ଯାହାକି କେବଳ ଅନୁଭବ କରିହେବ । ଏହି ପ୍ରେମକୁ ପାଳନ କରିବା ପାଇଁ ଗୋଟିଏ ଦିନ ଧର୍ଯ୍ୟ କରାଯାଇଛି । ଯାହାକୁ…

ଶିଶୁ କବିତା : ବଗକୁ ପାନେ

 ସୁପ୍ରିୟା ପଣ୍ଡା ବଗ ବସିଥିଲା ଗଛର ଡାଳରେ ଗାଡ଼ିଆ ଆଡ଼କୁ ଚାହିଁ ମାଛଟିଏ ଯଦି ମୁଣ୍ଡ ଦେଖେଇବ ଖବ୍ କି ଧରିବ ଯାଇ। ପୋକ ଜୋକ ଖାଇ ଚିଟା ଲାଗିଲାଣି ଲୋଡ଼ା ଆଇଁଷ ଟିକିଏ ଗୋଟିଏ ଲୟରେ ଚାହିଁକି ବସିଛି ଦେଖାଯିବ ମାଛଟିଏ । ଘଣ୍ଟାଏ ବସିଲା ଦୁଇଘଣ୍ଟା ଗଲା କିଛି ଦେଖାଗଲା…

କାଠି କଣ୍ଢେଇ ଦେଇଛି ଉଷସୀଙ୍କୁ ପରିଚୟ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର କାରିଗରମାନେ ନିଜର ଉତ୍ପାଦ ଦେଖାଇବାକୁ ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସମୟରେ ସବୁଠି…

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୦ ଆହତ

ଭଦ୍ରକ: ହାଇୱା ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ,୧୦ ଜଣ ଆହତ ହୋଇଛନ୍ତି । ଭଦ୍ରକର ଆରଡି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା  । ଖବର ମୁତାବକ, ଜଗା ଦର୍ଶନ ସାରି ବୋଲେରୋ ଟି…

ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀରେ ଅସୁରକ୍ଷିତ ହୋଇପଡିଛନ୍ତି ସାମ୍ବାଦିକ । ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ୨ଟା ବାଇକରେ ଆସି ଖଣ୍ଡାରେ ଆକ୍ରମଣ କରିଛନ୍ତି ।…

କବିତା : ଲୌହ ଫଳକ

ମଧୁମିତା ମିଶ୍ର ସେଇ ପ୍ରଶସ୍ତ ଲୌହ ଫଳକ ମୁଁ.. ଯାହା ଉପରେ ପାଦ ଦେଇ.. ଦିଅଁ ଦର୍ଶନ ତୁମେ ପାଇଛ..!! ପାଦ ଦେଲା ପରେ ଖୁସିରେ କୁହ.. ସବୁ ପାପ ଭାର କାଳେ.. ମୋତେ ହିଁ ସେଇଠି ସମର୍ପି ଦେଇଛ..!! ମୋ ଉପରେ ପାଦ ନ ଦେଇ.. ବାଇଶି ପାହାଚ ଯାଏ.. କୁହ କଣ କେହି ପହଞ୍ଚି…

ଭାଷା ଭାଗବତ : ଭାଷାର ବସ୍ତୁତ୍ବ ବିନାଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାଧକ ହୋଇ ଆତ୍ମଲୀନ କରଇ ଅସାଧ୍ୟ ସାଧନ ସବୁ ଆଡ଼କୁ ଦେଲେ ଧ୍ୟାନ ଏକାଗ୍ର ହୁଏନାହିଁ ମନ ଅନ୍ୟକୁ ଦେଇ ଉପଦେଶ ନିଜେ ନ କରିଲେ ପ୍ରୟାସ ଉତ୍ପନ୍ନ ହୁଏନାହିଁ କୃତି ଦୁଃଖରେ କାଳ କାଟେ ବ୍ୟକ୍ତି ଜାଗ୍ରତ କରି ଅଂତର୍ଶକ୍ତି ନିଜ…