Latest Odisha News

ବିମାନ ବିଳମ୍ବିତ ହେବ ବୋଲି ଘୋଷଣା କରିବାରୁ କ୍ୟାପଟେନକୁ ନିର୍ଦ୍ଧୁମ ଛେଚିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଭିତରର ଅନେକ ଭିଡିଓ ଆପଣ ଭାଇରାଲ ହେବାର ଦେଖିଥିବେ । ସେହିପରି ଆଜି ସକାଳୁ ସକାଳୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ କ୍ୟାପ୍‌ଟେନ୍‌କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଛି । ଜଣିବାକୁ ମିଳିଛି ଯେ ବିମାନ ବିଳମ୍ବ…

ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମକର ଚୌରାସି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଭକ୍ତ ଙ୍କୁ ମକର ଚୌରାସି ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଶ୍ରୀଜୀଉ ମାନଙ୍କୁ ଘଣ୍ଟ, ଛତା ମାଧ୍ୟମରେ ମକର ବେଢ଼ା କରାଯାଇ ମକର ଚାଉଳ ଭୋଗ କରାଯିବ। ସେହିପରି ଶ୍ରୀଜୀଉଙ୍କ…

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ୨ ଆହତ

କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ଗୁଡି ସୂତା ଲାଗି ଦୁଇ ଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ବେକରେ ସୂତା ଲାଗିଥିବା ବେଳେ ଅନ୍ୟ ଜଣଙ୍କର ପାପୁଲିରେ ସୂତା ଲାଗି କଟିଯାଇଛି । ୨ ଯୁବକ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆଜିଠୁ ତିନି ଦିନ ଧରି ଚାଲିବ ମହାଯଜ୍ଞ

ପୁରୀ: ଆସନ୍ତା ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଚଳଚଞ୍ଚଳ ସମଗ୍ର ଶ୍ରୀକ୍ଷେତ୍ର । ଅଙ୍କୁର ପୂଜନ ପରେ ଆଜିଠୁ ଆରମ୍ଭ ହେବ । ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ…

ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ନୂଆଦିଲ୍ଲୀ: ଖରା, ବର୍ଷା, ଶୀତକୁ ଖାତିର ନ କରି ସେମାନେ ଦିନରାତି ସୀମାରେ ପଇଁତରା ମାରନ୍ତି। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ମଧ୍ୟ ଶତ୍ରୁପକ୍ଷର ଗୁଳିରେ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି।…

ଉପକାରୀ ପିସ୍ତା ବାଦାମ, ବଡ ଠୁ ବଡ ରୋଗର ବି ହୁଏ ସମାଧାନ

ଭୁବନେଶ୍ଵର: ସାଧାରଣତଃ ଲୋକମାନେ ଡ୍ରାଏ ଫୁଟ୍ ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଡ୍ରାଏ ଫ୍ରୁଟ୍ ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଡ୍ରାଏ ଫ୍ରୁଟ୍ ଖାଇବା ଉଚିତ୍ ।…

ବଲାଙ୍ଗୀର ରେଳ ଧାରଣରୁ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ । ମୃତକ ହେଲେ ବଲାଙ୍ଗୀର ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ଆଜି ସକାଳୁ ଖୁଜେନପାଲି ରେଳ…

ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ମକର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ‘ପର୍ବପର୍ବାଣୀ’  ବାର ମାସରେ ବାରଟି ସଂକ୍ରାନ୍ତି ; ତନ୍ମଧ୍ୟରୁ ମକର ସଂକ୍ରାନ୍ତି ହେଉଛି ଭାରତୀୟମାନଙ୍କ ନିମନ୍ତେ ଏକ ନିଆରା ପର୍ବ । କାରଣ ସବୁ ସଂକ୍ରାନ୍ତି ଭିତରେ ଏହାର ମହତ୍ତ୍ଵ ଓ ଗୁରୁତ୍ୱ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି ।…

କବିତା : ମକର ଚଉରାଅଶି

ଗଦାଧର ସାହୁ ନମଇଁଶ୍ରୀ ଜଗନ୍ନାଥ. ନୀଳାଚଳବାସୀ, କୋଟି ସୂର୍ଯ୍ୟସମ ପ୍ରଭୁ ତୁମ ଜ୍ୟୋତିରାଶି । ଚୌରାଶି ଜୋନି ଜନ୍ମର ତୁମେ ରକ୍ଷାକର୍ତ୍ତା, ସକଳ ମଙ୍ଗଳ ଅର୍ଥେ ତୁମ ଜାନିଯାତ୍ରା । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ, ଚୌରାଶି ପ୍ରକାର ଭୋଗ ତୁମର ବ୍ଯଞ୍ଜନ।…

ଆଜିଠୁ ବରଗଡ ଧନୁଯାତ୍ରା, ମଥୁରା ନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି

ବରଗଡ: ଆଜିଠୁ ଆରମ୍ଭ ହେଉଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ରଡି ରେ କମ୍ପିବ ଧନୁଯାତ୍ରା ପଡିଆ । ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ । ଚଳିତବର୍ଷକୁ ମିଶାଇ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ…