Latest Odisha News

BREAKING NEWS

ଏଥର ଜମିବ ଜିରୋ ନାଇଟ, ମାର୍ଗଦର୍ଶିକା ଜାରୀ କଲା କମିଶନରେଟ ପୋଲିସ

ଭୁବନେଶ୍ଵର: ଆଉମାତ୍ର ଦିନ ୪ଟିର ଅପେକ୍ଷା । ସରିବ ବର୍ଷ ୨୦୨୩ । ଆରମ୍ଭ ହେବ ବର୍ଷ ୨୦୨୪ । ନୂଆବର୍ଷର ସ୍ଵାଗତ ପାଇଁ ଏବେ ଚଳଚଞ୍ଚଳ ପୁରପଲ୍ଲୀ । ସହର ଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଆଡେ ଏବେ ଖୁସୀର ମାହୋଲ । କାରଣ ଚଳିତ ବର୍ଷ ନୂଆବର୍ଷ ସବୁ ବର୍ଷଠାରୁ ଟିକିଏ ଖାସ୍ । କାରଣ…

୧୪ ଜାନୁୟାରୀରୁ ‘ଭାରତ ନ୍ୟାୟ ଯାତ୍ରା’: ମଣିପୁରରୁ ହେବ ଆରମ୍ଭ

ନୂଆଦିଲ୍ଲୀ;  ‘ଭାରତ ଯୋଡ ଯାତ୍ରା’ ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିବେ 'ଭାରତ ନ୍ୟାୟ ଯାତ୍ରା' । ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡା ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। …

ବୁଲାଇ ନେବା ନାଁରେ ନାବାଳିକା ଅପହରଣ, କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କଲେ ପରିବାର ଲୋକ

ପାରାଦୀପ: ଦୁଇ ନାବାଳିକାକୁ ବୁଲାଇ ନେବା ନାଁରେ ଅପହରଣ । କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କରିବା ସହ ଅପହରଣକାରୀ ଦୁଇ ମହିଳାଙ୍କୁ ଧରି ପୋଲିସକୁ ଯିମା ଦେଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତରେ। ଜଣେ ନାବାଳିକା ଅଭୟଚାନ୍ଦ ପୁର ଥାନା ଅଧିନ ରଙ୍ଗିଆ ଗଡ…

ଦୀର୍ଘ ଏକ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ…

ହେଲପରଙ୍କ ଉପରେ ମାଡ଼ିଗଲା ହାଇଓ୍ବା; ଜଣେ ମୃତ, ଚାଳକ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦରୀ ବଡ଼ପୋଲ ନିକଟରେ ଦୁର୍ଘଟଣା । ଜଣେ ଟ୍ରକ୍‌ ହେଲପରଙ୍କ ଉପରେ ଆଉ ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି…

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଅସୁସ୍ଥ ଦନ୍ତାହାତୀ

ୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ବନବିଭାଗ ଅଧିନ କାଞ୍ଚନପୁର କାଜୁ ଜଙ୍ଗଲରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ଦନ୍ତା ଟି ଅସୁସ୍ଥ ଥିବାବେଳେ, ଗତ ତିନି ଦିନ ଧରି ଚିକିତ୍ସା ଚାଲିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କିଛି ଦିନ ପୂର୍ବେ…

ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ବାସ୍ କ୍ଷୀରରେ ମିଶାନ୍ତୁ ଏହି ଜିନିଷ, ଛୁଇଁ ପାରିବାନି କୌଣସି ରୋଗ…

ଭୁବନେଶ୍ଵର: ଶୀତଦିନେ ବିଶେଷ ଭାବରେ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ । ନଚେତ୍ ଅନେକ ରୋଗର ଆଶଙ୍କା ବଢିଯାଏ | ଅତ୍ୟଧିକ ଥଣ୍ଡା ହେତୁ ସ୍ୱାସ୍ଥ୍ୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ | ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ବଦା ମୋଟା ପୋଷାକ ପିନ୍ଧିବାକୁ ପରାମର୍ଶ…

ପୁରୁଷ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ କଥାବାର୍ତ୍ତାବେଳେ ଆମେ ଦେଖୁ, ଜଣେ କହୁଛି, ଜଣକୁ କହୁଛି ଏବଂ ଜଣକ ବିଷୟରେ କହୁଛି, ଯିଏ କହେ ସେ ନିଜକୁ ମୁଁ, ଆମେ, ଆମେମାନେ ଶବ୍ଦ ମାଧ୍ୟମରେ ପ୍ରକାଶ କରେ । ଏସବୁ ଶବ୍ଦକୁ ବ୍ୟାକରଣରେ ପ୍ରଥମ ପୁରୁଷ କୁହାଯାଏ । ସେମିତି ଯାହାକୁ କୁହାଯାଏ ତା’…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନଠାରେ, ଆୟୋଜିତ ୧୮ ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର ଅତିଥି…

କବିତା : ଜୀବନ ଫୁଲ

ରଞ୍ଜିତା ହୋତା କାନନେ ଫୁଟେ କୁସୁମ କଳି, ବିବିଧ ବାସ,ରଙ୍ଗେ ଝଳି, ମଉଳି ପୁଣି ଝରଇ ମାଟି ଦେହେ । ଜୀବନ ବନେ ଯେ ଫୁଲ ଫୁଟେ, ବୃନ୍ତ ତା'ର କେବେ କି ତୁଟେ ? ଦୀପ୍ତହୋଇ ଅନ୍ତରେ ସେ ଶୋହେ। ହୃଦଫଳକେ 'ପ୍ରଣୟ ଜବା', ମୁଗ୍ଧ କରେ ଲୋହିତ ଆଭା, କିମିଆଁ କରେ କୋଟି ମରମ ତଳ।…