ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍
ଭୁବନେଶ୍ଵର: ମହିଳା ମାନଙ୍କର ମେକଅପ୍ ଜିନିଷ କହିଲେ ପ୍ରଥମେ ନଜରରେ ପଡିଥାଏ ଲିପଷ୍ଟିକ । ଲିପଷ୍ଟିକ ବିନା ମହିଳା ମାନଙ୍କର ମେକଅପ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବିନା ମେକଅପ ସମ୍ପୁର୍ଣ୍ଣ ଫିକା…