Latest Odisha News

BREAKING NEWS

ଆନନ୍ଦ ବଜାର ଶୃଙ୍ଖଳା ନେଇ ସ୍ୱତନ୍ତ୍ର ବୈଠକ, ଭକ୍ତଙ୍କୁ ମାଗଣା ମହାପ୍ରସାଦ ନେଇ ହୋଇପାରିଲାନି ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ…

୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ, ଭାଇରାଲ ହେଲା ନିମନ୍ତ୍ରଣ କାର୍ଡ଼

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ୨୪ ତାରିଖରେ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ କରିବେ । ଏବେ ସେମାନଙ୍କ ବିବାହ କାର୍ଡ଼ ସାମ୍ନାକୁ ଆସିଛି । ବିବାହ ଆଉ କମ୍ ଦିନ ଥିବାରୁ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ସ୍ପେନରୁ ମିଳିଲା ପ୍ରଥମ ସି-୨୯୫ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବୃଦ୍ଧି କରୁଛି। ଏଣିକି ଆହୁରି ଶକ୍ତିଶାଳୀ ହେବ ବାୟୁସେନା। ଏଥି ସହିତ ସ୍ବଦେଶୀ ବିମାନ ଉପରେ ବାୟୁସେନା ଗୁରୁତ୍ୱାରୋପ କରୁଛି। ବର୍ତ୍ତମାନ ବାୟୁସେନାରେ ସାମିଲ ହେବ ସି-୨୯୫ ଏମଡବ୍ଲ୍ୟୁ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ।…

ଆଗାମୀ ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ମୃତ, ୨ ଗୁରୁତର

ଭୁବନେଶ୍ୱର: ବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ୩ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୧୦ଟା ଯାଏ ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଭୁବନେଶ୍ୱର ପାଣିପାଗ ବିଭାଗ…

ମୋଦିଙ୍କ ଏମପି, ଛତିଶଗଡ ଗସ୍ତ, ଜିତିବା ଆଶାରେ ବିଜେପି

ଭୁବନେଶ୍ୱର: ଦେଶର ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଓଲ୍ହାଇବେ। ସେଥିପାଇଁ ଦଳ ପକ୍ଷରୁ ବ୍ୟାପକ ଯୋଜନା ହୋଇଛି। ଏହି କ୍ରମରେ ରାତି ପାହିଲେ ଅର୍ଥାତ ୧୪ ତାରିଖରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗସ୍ତ କରିବେ। ଏମପିରେ ମୋଦି ବୀଣା…

ଦୁନିଆ ସ୍ତବ୍ଧ: ମେକ୍ସିକୋ ସଂସଦରେ ପ୍ରଦର୍ଶନ କରାଗଲା ଏଲିୟନ୍ସଙ୍କ ଶବ !

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଏଲିୟନ୍ସଙ୍କ ଅସ୍ତିତ୍ୱ ରହିଛି ? ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି କି ? ଏହି ପ୍ରଶ୍ନର ଉତର ବୈଜ୍ଞାନିକମାନେ ଦୀର୍ଘ ଦିନ ଖୋଜି ଆସୁଛନ୍ତି । ବୁଧବାର ମେକ୍ସିକୋ ସଂସଦରେ ଏ ଭଳି ଏକ ଘଟଣା ଘଟିଲା ଯାହାକି ସାରା ଦୁନିଆକୁ ସ୍ତବ୍ଧ କରିଦେଇଛି । ପ୍ରଥମ…

ଏମିତି ବୃକ୍ଷ, ଯାହା ହଜାର ହଜାର ବର୍ଷ ଜୀବିତ ରୁହେ

ଆଫ୍ରିକା: ପୌରାଣିକ ଲୋକକଥାରେ ଆପଣ ଅମୃତ ବିଷୟରେ ଶୁଣିଥିବେ । ଏହି ଅମୃତ ଯୋଗୁ ମଣିଷର ଆୟୁଷ ବଢିଥାଏ । ଯଦି କେହି ଅମର ରହିବାକୁ ଚାହାଁନ୍ତି, ତେବେ ସେ ଭଗବାନଙ୍କଠାରୁ ଅମୃତ ମାଗିଥାନ୍ତି । କଳିଯୁଗରେ ଏହିପରି ଅମୃତ କେବଳ କଳ୍ପନା କରାଯାଇପାରେ । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ…

ନିଜେ ବୁଡିବା ସହ ‘ଇଣ୍ଡିଆ’ କୁ ବୁଡାଇବେ ନୀତିଶ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ନିର୍ଣ୍ଣାୟକ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆ ମେଣ୍ଟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଏକ ପ୍ରମୁଖ ଚେହେରା ଚୟନ ଓ ସିଟ ଭାଗବଣ୍ଟା। ଯାହାକୁ ନେଇ ବିରୋଧୀ ମେଣ୍ଟ ଜୋରଦାର ମନ୍ଥନ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ବିହାର…

ବର୍ଷକରେ ସର୍ବାଧିକ ଫିଲ୍ମ ଦେଖି ରେକର୍ଡ କଲେ ଯୁବକ

ନ୍ୟୁୟର୍କ: ଦୁନିଆର ଅନେକ ଲୋକ ଅଛନ୍ତି, ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଜିନିଷ କରି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ସେହିପରି ଆମେରିକାର ଜଣେ ବ୍ୟକ୍ତି ବର୍ଷକରେ ସିନେମା…

କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇଲେ ଜେଲ୍ କର୍ମଚାରୀ

ଜଗତସିଂହପୁର: କଳା ବ୍ୟାଜ୍ ପିନ୍ଧି ନିଜ ଦାଇତ୍ଵ ତୁଲାଇବା ସହ ଶାନ୍ତି ଶୃଙ୍ଖଳା ସହିତ ପ୍ରତିବାଦ ଜଣାଇଲେ ଜଗତସିଂହପୁର ଜେଲରେ ଥିବା କାର୍ଯ୍ୟରତ କର୍ମଚାରୀ। ସୂଚନା ମୁତାବକ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ନିଜର ୫ଦଫା ଦାବି…