Latest Odisha News

BREAKING NEWS

ସିକିମରେ ରାଲି ବେଳେ ହିଂସା, ପୋଲିସ ଉପରେ ବିକ୍ଷୋଭକାରୀଙ୍କ ଟେକାମାଡ଼

ଗାଙ୍ଗଟକ୍‌: ସିକିମର ନାମଚି ସହରରେ ଛାତ୍ର ନେତା ପଦମ୍ ଗୁରୁଙ୍ଗଙ୍କ  ରହସ୍ୟମୟ ମୃତ୍ୟୁ ପରେ ନ୍ୟାୟ ପ୍ରଦାନ ଦାବିରେ ଏକ ବିଶାଳ ସମାବେଶ କରାଯାଇଥିଲା। ଏହି ସମୟରେ ବିକ୍ଷୋଭ ରାଲିଟି ହିଂସାର ରୂପ ନେଇଥିଲା। ୨୧ ବର୍ଷୀୟ ଯୁବ ନେତାଙ୍କ ରହସ୍ୟମୟ ମୃତ୍ୟୁରେ ଶୀଘ୍ର ନ୍ୟାୟ ଦାବିରେ…

ରହସ୍ୟମୟୀ ମନ୍ଦିର! ଯେଉଁଠି ପ୍ରତିଦିନ ରୂପ ବଦଳାନ୍ତି ଠାକୁରାଣୀ

ଡେରାଡୁନ; ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିର ଗୁଡ଼ିକର ଅଭାବ ନାହିଁ। ଏହି ରହସ୍ୟମୟ ମନ୍ଦିରଗୁଡ଼ିକର ଇତିହାସ ବି କାହାକୁ ମଧ୍ୟ ଜଣାନାହିଁ । ଏହିପରି ଗୋଟିଏ ମନ୍ଦିର ଉତ୍ତରାଖଣ୍ଡର ଶ୍ରୀନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ ପ୍ରତିଦିନ ଏକ ଚମତ୍କାର ଘଟଣା ଘଟେ ।…

ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ବିବୃତି ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା । ମୋଦି ସରକାର ବିରୋଧରେ ଗତ ୯ ବର୍ଷରେ ଏହା ହେଉଛି ଦ୍ଵିତୀୟ ଅନାସ୍ଥା ପ୍ରସ୍ତାବ । ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି । ଚର୍ଚ୍ଚା ପାଇଁ…

ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ। ହାଇକୋର୍ଟର ପୁରୁଣା କୋଠା ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ସୂଚନା ମୁତାବକ, ଓଡ଼ିଶା…

ସାଳନ୍ଦୀ ନଦୀରେ କାଉଡ଼ିଆ ବୁଡ଼ି ନିଖୋଜ ଘଟଣା; ମିଳିଲା ଦୁଇ କାଉଡ଼ିଆଙ୍କ ମୃତଦେହ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାଳନ୍ଦୀ ନଦୀରେ ଭାସି ଯାଇଥିବା ଦୁଇ କାଉଡିଆଙ୍କ ମୃତଦେହ ଉଦ୍ଧାର । ମୃତ ଦୁଇ କାଉଡିଆ ହେଉଛନ୍ତି ବଡ଼ଜୟପୁର ଗାଁର ସୁବ୍ରତ ମହାକୁଡ ଓ ରାଜେନ୍ଦ୍ର ସାହୁ । ଉଦ୍ଧାର ପରେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠା ଯାଇଛି । ଖବର ଅନୁଯାୟୀ,…

କବିତା : ତୁମେ

ପ୍ରସେନଜିତ୍ ସେଠୀ ତୁମେ କଣ ଭାବ ମୋତେ ତ ଅଜଣା ମୁଁ କିନ୍ତୁ ଭାବେ ତୁମକୁ ସ୍ୱପ୍ନର ନାୟିକା କରି ଭାବନାରେ ପ୍ରେମେ ହଜାଏ ନିଜକୁ !! ମନ ମୋର ଥିଲା ଶୁଷ୍କ ଉଦାସୀନ ଚିର ନୈରାଶ୍ୟର ପଥେ ଜୀବନର ରସ ଥିଲା ସ୍ଵାଦହୀନ ହୀନ ମରୁଭୂମି ସତେ !! ଅକସ୍ମାତ ଏଇ ଶୁଷ୍କ ମରୁ ପରେ ତୁମେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଆଚ୍ଛା, ତା'ହେଲେ ତୁ ଏବେ ବି ସେଇ ନିଷ୍ପତିରେ ଅଛୁ ଯେ କେବଳ ଝିଅମାନେ ପଢ଼ୁଥିବା ଗୋଟେ ବୋର୍ଡ଼ିଙ୍ଗ୍ ସ୍କୁଲ୍‌ରେ ପଢ଼ିବୁ?” ଟିକେ ଆଶ୍ଚର୍ଯ୍ୟ ହେଲା ଭଳି ବୀରାର ଆଚାି କହିଲେ । ମୁଣ୍ଡ ହଲେଇ ବୀରା କହିଲା, “କ’ଣ…

ଭାଷା ଭାଗବତ : ଚିତ୍ତର ସୁଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସ୍କୃତୋଡ଼ିଆ ମିଶ୍ରଭାଷା ଯୋଗୁଁ ହୋଇଛି ଯେଉଁ ଦଶା ଚଂଚଳ ତା'ର ନିବାରଣ କରିଲେ ଏବେ କବିଗଣ ଓଡ଼ିଆ ନିଜ ରୂପ ଧରି ହେବ ଅଧିକ ହିତକାରୀ ଅଳ୍ପଶିକ୍ଷିତ ଆମ ଲୋକ ମାରିପାରିବେ ଜ୍ଞାନଭୋକ ପଦ୍ୟ, ଅପଦ୍ୟ ଦୁଇ ଧାରା ଆମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : କୈବଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଅବସ୍ଥିତ ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ଦୈନିକ ରାଜ ଭୋଗ ବା କୋଠ ଭୋଗ ପ୍ରସ୍ତୁତ ହେବା ସହ ଭୋଗ ମଣ୍ଡପରେ ସମର୍ପିତ ହେଉଥିବା ବରାଦି…

ବୁରହାନପୁରର ଡ଼ବାବାଲା: ଦିନକୁ ବାଣ୍ଟନ୍ତି ୧୫୦ରୁ ଅଧିକ ଟିଫିନ୍‌

ମଧ୍ୟପ୍ରଦେଶ: ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁମ୍ବାଇରେ ଅନେକ ଡବାବାଲା ଅଛନ୍ତି । କିନ୍ତୁ ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ ପ୍ରତ୍ୟେକ ଦିନ ଠିକ୍ ସମୟରେ ୧୫୦ ରୁ ଅଧିକ ଟିଫିନ୍ ଯୋଗାଇଥାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ବ୍ୟକ୍ତି ଜଣକ ଆଜି ପର୍ଯ୍ୟନ୍ତ ଟିଫିନ୍…