Latest Odisha News

BREAKING NEWS

ମୃତ୍ୟୁ ବି ଏମିତି ଆସେ : ଶୋଇଥିବା ଅବସ୍ଥାରେ ପାଟିରେ ପଶିଗଲା ବିଷାକ୍ତ ଝିଟିପିଟି ,୩ ବର୍ଷ ବାଳକର ମୃତ୍ୟୁ

ଛତିଶଗଡ: ମୃତ୍ୟୁ ବି ଏମିତି ଆସେ । ସୁସ୍ଥ ସବଳ ପିଲାଟି ଶୋଇଥିଲା । ହଠାତ୍ ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଲେ । ଦେଖିଲା ବେଳକୁ ପିଲାଟି ପାଟିରେ ପଶିଯାଇଛି ବିଷାକ୍ତ ଝିଟିପିଟି । ଆଉ ଡ଼ାକ୍ତରଖାନା ନେବା ବେଳକୁ ପିଲାଟିର ମୃତ୍ୟୁ ଘଟିଥିଲା । ଛତିଶଗଡ଼ କୋରବାଙ୍କ ବ୍ୟାଙ୍କିମୋଙ୍ଗ୍ରା…

ଅଙ୍ଗନୱାଡ଼଼ି କେନ୍ଦ୍ର ନିର୍ମାଣ ବିଲ୍ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ମାଝୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରଜନୀଙ୍କୁ ଟଙ୍କା ସହ ଭଜିଲାନ୍ସ ଧରିଛି । ନୂଆ କରି ନିର୍ମାଣ ହୋଇଥିବା…

୨୬ ବର୍ଷ ପରେ ଛାଡପତ୍ର ନେଇ ମୁହଁ ଖୋଲିଲେ ଅଦନାନ୍ ସାମିଙ୍କ ପ୍ରଥମ ପତ୍ନୀ

ମୁମ୍ବାଇ: ଅଦନାନ୍ ସାମି ଭାରତର ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ। ଲଣ୍ଡନରେ ଜନ୍ମ ହୋଇଥିବା ଅଦନାନଙ୍କ ପିତା ଜଣେ ପଶତୁନ ହୋଇଥିବାବେଳେ ତାଙ୍କ ମାଆ ଜାମ୍ମୁ କାଶ୍ମୀରର ଥିଲେ। ସେ ତାଙ୍କର ସଂଗୀତ କ୍ୟାରିଅର୍ ୧୯୮୬ରେ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଦନାନଙ୍କ ବୃତ୍ତିଗତ ଜୀବନ…

ଶୁଣୁନି ପ୍ରଶାସନ, ରାସ୍ତାରେ ଧାନ ତଳି ରୁଆଇ ମହିଳାଙ୍କ ପ୍ରତିବାଦ

ନୂଆପଡ଼ା: କାଦୁଅ ପଚ୍ ପଚ୍ ରାସ୍ତା । ପାଦ ଖସିଗଲେ କଥା ସରିଲା । ଗାଁକୁ ରାସ୍ତା ନେଇ ରାଜ୍ୟ ସରକାର ବିକାଶର ବାଜଣା ପିଟୁଥିବା ବେଳେ ଏବେ ବି ଅନେକ ଗାଁକୁ ରାସ୍ତା ନାହିଁ । ଫଳରେ ବର୍ଷା ଦିନ ହେଲେ ଗ୍ରାମବାସୀଙ୍କ ସମସ୍ୟା ବଢ଼ୁଛି । କିଏ ରୋଗରେ ପଡ଼ିଲେ ଅବା ବଜାର ଘାଟ କିମ୍ବା ବିଦ୍ୟାଳୟକୁ…

ଓଭାଲ ଟେଷ୍ଟ ପରେ ସ୍ମିଥ, ୱାର୍ଣ୍ଣରଙ୍କ ଅବସରକୁ ନେଇ ଜୋର ଧରିଲା ଚର୍ଚ୍ଚା

ଓଭାଲ: ଆଶେସ ସିରିଜର ଅନ୍ତିମ ଟେଷ୍ଟ କିଙ୍ଗଷ୍ଟନ ଓଭାଲରେ ଖେଳାଯିବ । ତେବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପରେ ଅଷ୍ଟ୍ରେଲିଆର ଦୁଇ ମହାନ ଖେଳାଳି ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ଅବସର ନେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର:  ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଛନ୍ତି।  ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟପତି ମୁର୍ମୁ ।  ରାଜ୍ୟପାଳ…

ସୀମା ପାର ପ୍ରେମ କାହାଣୀ: ପାକିସ୍ତାନରେ ଧର୍ମ ପରିବର୍ତ୍ତନ କରି ଫେସବୁକ ବନ୍ଧୁଙ୍କୁ ବିବାହ କଲେ ଅଞ୍ଜୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ଦୁଇ ମହିଳା ସୀମା-ଅଞ୍ଜୁଙ୍କ ପ୍ରେମ କାହାଣୀ । ଦୁଇ ମହିଳାଙ୍କର ଏହି ସୀମାପାର ପ୍ରେମ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ଜଣେ ନିଜ ଜନ୍ମାମାଟି, ସ୍ୱାମୀ, ଘର ସଂସାର ଛାଡି  ପାକିସ୍ତାନରୁ ଭାରତ ପଳାଇ ଆସିଛି । ଅନ୍ୟଜଣେ…

ପ୍ରଶ୍ନପତ୍ର ପ୍ରଘଟ ମାମଲା, ମାଷ୍ଟରମାଇଣ୍ଡକୁ ଖୋଜିବାକୁ ୨ ରାଜ୍ୟକୁ ଗଲା ପୋଲିସ ଟିମ୍

ବାଲେଶ୍ୱର: ରାଜ୍ୟ ବାହାରକୁ ଗଲା ୫ଟି ପୋଲିସ ଟିମ୍ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦ୍ୱାରା ପରିଚାଳିତ ଜେଇ (ସିଭିଲ୍) ମେନ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାର ମାଷ୍ଟରମାଇଣ୍ଡକୁ ଧରିବା ଲାଗି ଓଡ଼ିଶା ପୋଲିସର ୫ଟି ଟିମ୍ ୨ଟି ରାଜ୍ୟକୁ ଯାଇଛନ୍ତି । ପ୍ରଶ୍ନପତ୍ର ଲିକ୍ ରାକେଟରେ ସମ୍ପୃକ୍ତ ୯…

ବିଚ୍‌ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଲେ ୫ ଦୁର୍ବୃତ୍ତ

କଟକ: ମଝି ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ। ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକମାନେ ବିଚ୍ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇନେଇଥିଲେ।…

ଅକ୍ଷୟ କୁମାରଙ୍କ ଓଏମଜି ୨କୁ ମିଳିଲା ଏ ସାର୍ଟିଫିକେଟ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ଓଃ ମାଇ ଗଡ ୨ ଫିଲ୍ମକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଫିଲ୍ମରେ ଅନେକ ବିବାଦୀୟ ଦୃଶ୍ୟ ଅଛି ଏଥି ନିମନ୍ତେ ୨୦ କଟ ସହ ଏହାକୁ ଏ ସାର୍ଟିିଫିକେଟ ପ୍ରଦାନ କରାଯାଇଛି ବୋଲି ସେନ୍ସର ବୋର୍ଡ ପକ୍ଷରୁ କୁହାଯାଇଛି । ଗଦର ୨ ସହିତ ଏହା ୧୧…