Latest Odisha News

BREAKING NEWS

ଭାଷା ଭାଗବତ : କର୍ମଠ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚେଇଁଥିବା ବେଳେ କର୍ମଠ ହେଲେ ଶୋଇବା ବେଳେ କଷ୍ଟ ହେବାର ନାହିଁ ସଂଭାବନା ଏହା ତ ଅନେକଂକୁ ଜଣା ଦେହକୁ କରିଲେ ହାଲିଆ ମନରେ ପଶେନି ଅଳିଆ କେବଳ କର୍ମକୁଂଠ ଲୋକ ଭୋଗଂତି ନିଜଗଢ଼ା ଦୁଃଖ ମନରେ ସୁଖ ଉତ୍ପାଦନ କରିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ପ୍ରସଙ୍ଗରେ ଆଜି ଆଲୋଚନା କରିବା "ଅବକାଶ "ନୀତି ବାବଦରେ। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ପ୍ରତ୍ୟେକ ନୀତି ପାଇଁ ଏକ ସମୟ ସରଣୀ ପ୍ରସ୍ତୁତ ହୋଇଛି।…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଭାବରୀ ଫ୍ୟାଶନ ପକ୍ଷରୁ…

ରଥଯାତ୍ରାର ଦିନକ ପୂର୍ବରୁ ପୁରୀରେ ବନ୍ଦ ରହିବ ମଦ ଦୋକାନ

ପୁରୀ: ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାର ଦିନକ ପୂର୍ବରୁ ବନ୍ଦ ରହିବ ମଦ ଦୋକାନ । ପୁରୀ ସହର ସହ ଆଖପାଖ ଅଞ୍ଚଳରେ ରଥ ଯାତ୍ରାର ଦିନକ ପୂର୍ବରୁ ସବୁ ମଦ ଦୋକାନ ବନ୍ଦ ରହିବ । ଏନେଇ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ସହର ଓ…

ଗ୍ରାମାଞ୍ଚଳରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ମେଗା କାର୍ଯ୍ୟକ୍ରମ

ରାଉରକେଲା: ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍ ଠାରେ ଆଜି ମେଗା କାର୍ଯ୍ୟକ୍ରମ…

ବାହାଘର ମଝିରେ ଯୌତୁକ ମାଗିବାରୁ ବରକୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ଭାରତରେ ଯୌତୁକ ନେବା କିମ୍ବା ଦେବା ଏକ ଆଇନଗତ ଅପରାଧ । ତେଣୁ ଯୌତୁକ ପ୍ରଥା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । କିନ୍ତୁ ଆଜି ମଧ୍ୟ କିଛି ଲୋକ ସେମାନଙ୍କର ହୀନ ମାନସିକତାରୁ ବାହାରି ପାରି ନାହାଁନ୍ତି । ଯୌତୁକ ଦାବି କରି ସେମାନେ କେବଳ ନିଜର ସମ୍ମାନ ହ୍ରାସ କରନ୍ତି…

ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ

ଭୁବନେଶ୍ୱର: ଶୁକ୍ରବାର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ ହୋଇଛି । ୯୨ ବର୍ଷ ବୟସରେ ଭୁବନେଶ୍ୱରରେ ଆଖି ବୁଜିଛନ୍ତି ଅନାଦି । ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅନାଦିଙ୍କ ମୃତ୍ୟୁ ହୋଇଛି । ଅନାଦି, ନେତ୍ରମଣି ଦାସଙ୍କୁ ବିବାହ କରିଥିବା ବେଳେ ତାଙ୍କର ୪ ପୁଅ ଓ ଜଣେ…

ସିନେମା ହଲରେ ମାଙ୍କଡ : ରାମାୟଣ ପାଠ ଶୁଣିବାକୁ ମାଙ୍କଡ଼ ବେଶରେ ଆସିଲେ ପ୍ରଭୁ ହନୁମାନ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ସିନେମା ହଲରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ଛଡ଼ାଯାଇଛି । ଏସବୁ ଭିତରେ ଏକ ଭିିଡ଼ିଓ ଏବେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଗୋଟେ ମାଙ୍କଡ଼ ସିନେମା ହଲ…

ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଶ୍ରାବଣୀଙ୍କୁ ପଛରେ ପକାଇଲେ ୟାରାଜୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଶୁକ୍ରବାର ୧୨ରୁ ଊର୍ଦ୍ଧ୍ୱ ଆଥଲେଟ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ଲୋକାଲ ଫେଭରାଇଟ ଶ୍ରାବଣୀ ନନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଦୌଡରେ…

ବଢ଼ିଲା ଖରା ଛୁଟି, ଜୁନ୍ ୨୧ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର: ଓଡ଼ିଶା ଜଳୁଥିବା ବେଳେ ବିଦ୍ୟାଳୟ ଗ୍ରୀଷ୍ମ ଅବକାଶକୁ ନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ବୃ୍ଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ । ଜୁନ୍ ୨୧ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ ବୋଲି କହିଛି…