Latest Odisha News

BREAKING NEWS

‘ମୋଦିଙ୍କୁ ହରାଇପାରିବେ ପ୍ରିୟଙ୍କା’

ଭୁବନେଶ୍ୱର: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କି ବଡ଼ ଦାୟିତ୍ୱ। ଉତ୍ତରପ୍ରଦେଶ ଦାୟିତ୍ବରୁ ମୁକ୍ତି ପାଇ ପ୍ରିୟଙ୍କା ସାରା ଦେଶରେ କଂଗ୍ରେସକୁ ଶକ୍ତ କରିବାର ଦାୟିତ୍ୱ ନେବେ କି। ଏମିତି କିଛି କଳ୍ପନାଜଳ୍ପନା ଏବେ ଜାତୀୟ ରାଜନୀତିରେ ଦେଖିବାକୁ ମିଳିଛି। କର୍ଣ୍ଣାଟକ…

ଓଡ଼ିଶାରେ ଆପକୁ ଜିତାଇବ କି ମାଗଣା ବିଜୁଳି ଫଣ୍ଡା?

ଭୁବନେଶ୍ୱର: ଓଡ଼ିଶାରେ ଦୁଇଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି। ଏହି ଦାବି ନେଇ ପାର୍ଟିର ହଜାର ହଜାର କର୍ମୀ ଓ କାର୍ଯ୍ୟକର୍ତା ପିଏମଜି ଛକରେ ଏକାଠି ହୋଇଥିଲେ। ଏ ସମ୍ପର୍କିତ ଦାବିକୁ ନେଇ ରାଜ୍ୟର ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ…

କଳ୍ପନା ଜଳ୍ପନାର ଅବସାନ ଘଟାଇ ଇଂଟର ମିୟାମିରେ ଯୋଗ ଦେବେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସି କେଉଁ କ୍ଲବ ସହ ଚୁକ୍ତିବଦ୍ଧ ହେବେ ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହାର ଅବସାନ ଘଟାଇ ମେସି ଏବେ ଇଂଟର ମିୟାମି କ୍ଲବରେ ଯୋଗ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ମେସି ତାଙ୍କର ପ୍ରଥମ କ୍ଲବ…

ଦରମା ସ୍ତର ୧୦କୁ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର ପ୍ରତିବାଦ

ଭୁବନେଶ୍ୱର: ପ୍ରଶାସନର ବେପରୁଆ ମନଭାବ ତଥା ଅହେତୁକ ବିଳମ୍ବକତାକୁ ଆଜି ସଚିବାଳୟ ସେବା ସଂଘ ବିରୋଧ କରିଛି । ସଂଘର ଏକମାତ୍ର ଦାବି, ସଚିବାଳୟ କ୍ୟାଡରର ମୂଳ ଦରମା ତଥା ଏଏସଓ ମାନଙ୍କର ଦରମା ସ୍ତର ୧୦କୁ ବୃଦ୍ଧିକୁ ନେଇ ଆଜି ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଗୃହ ବିଭାଗ ଘେରାଉ କରିଥିଲେ । ଗୃହ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ

ଲଣ୍ଡନ: ଓଭାଲରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରି ଅଲଆଉଟ ହୋଇଯାଇଛି । ଷ୍ଟିଭ ସ୍ମିଥ ଓ ଟ୍ରାଭିସ ହେଡଙ୍କ ଆକର୍ଷଣୀୟ ଶତକ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିବାରେ ସଫଳ ହୋଇଛି । ସ୍ମିଥ ୧୨୧ ଓ ହେଡ ୧୬୩ ରନର…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି । ୯ ତାରିଖରେ…

କଙ୍କଡ଼ାହାଡ଼ରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ଛୁଙ୍କ: ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ କି ?

ଢେଙ୍କାନାଳ: ଢେଙ୍କାନାଳରେ କେନ୍ଦ୍ର ଦକ୍ଷତା ବିକାଶ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଙ୍କଡାହାଡ ସାଧାରଣ ସଭାରେ ଦେଲେ ନିର୍ବାଚନୀ ଛୁଙ୍କ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆଉ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ ।  ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ  ଯାଇଥିବା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରସିଦ୍ଧ-କୃଷ୍ଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ରଚନା କୃଷ୍ଣାଙ୍କୁ ବିବାହ କରିଛନ୍ତି । ୬ଜୁନରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଏହାର ୨ ଦିନ ପରେ ବିବାହ ହୋଇଛି । ବାହାଘର ବେଳର ଉଭୟଙ୍କ…

ଏଚ୍ଆରଏସପି ଲଗାଇ ନଥିଲେ ଜୁନ୍ ୨୩ରୁ ଜରିମାନା

ଭୁବନେଶ୍ୱର: ଗାଡ଼ି ଚାଳକ ସାବଧାନ । ଆପଣଙ୍କ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇଛନ୍ତି ତ ? ନଚେତ୍ ଜରିମାନା ଦେବେ । ଜୁନ୍ ୨୩ରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଚ୍ଆରଏସପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ଲଗାଇ ନଥିଲେ ଜରିମାନା ଆଦାୟ କରିବେ । ଆସନ୍ତା ୨୩ରୁ ଆରମ୍ଭ ହେବ…