କୋନୱେଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ଲେ ଅଫରେ ଚେନ୍ନାଇ
ନୂଆଦିଲ୍ଲୀ: ଆଇପିଏଲର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ଟିମ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ପୂର୍ବରୁ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେଅଫକୁ ଉନ୍ନୀତ ହୋଇଥିଲା । ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ୭୭ ରନରେ ଦିଲ୍ଲୀକୁ ପରାସ୍ତ କରିଥିଲା । ଏଥିସହ ଚେନ୍ନାଇ…