Latest Odisha News

BREAKING NEWS

ଯବାନ ରିଲିଜ ତାରିଖ ଘୁଂଚିଲା: ଆନିମଲ, ଗଦର ୨ ସହ ହେବନି ମୁହାଁମୁହିଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଯବାନ ଫିଲ୍ମକୁ ଦେଖିବା ପାଇ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ତାଜା ରିପୋର୍ଟ ଅନୁସାରେ ଏବେ ଏହା ଜୁନ ୨ ବଦଳରେ ଅଗଷ୍ଟ ୨୫ରେ ରିଲିଜ ହେବ । ମେକର୍ସଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ…

ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍, ଅନ୍ଧାରରେ ବକ୍ତବ୍ୟ ରଖିଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ । ଆଜି ରାଷ୍ଟ୍ରପତି ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭର କିଛି ସମୟ ପରେ ବିଦ୍ୟୁତ୍ କଟି ଯାଇଥିଲା ।…

ଡାଇମଣ୍ଡ ଲିଗରେ କମାଲ କଲେ ନୀରଜ: ପ୍ରଥମ ଭାରତୀୟ ଭାବେ ଦ୍ୱିତୀୟ ଥର ପାଇଁ ଜିତିଲେ ସ୍ୱର୍ଣ୍ଣ

ଦୋହା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଡାଇମଣ୍ଡ ଲିଗରେ କମାଲ କରିଛନ୍ତି । ନୀରଜ ଡାଇମଣ୍ଡ ଲିଗରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ୮୮.୬୭ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଏହି…

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍‌, ୨୦ରୁ ଉର୍ଦ୍ଧ୍ୱ ଆହତ

ଢେଙ୍କାନାଳ : ରେକୁଳା ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ମୂତାବକ, ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ଗ୍ରାମରୁ କୋଟଗରା…

ଗଳା କାଟି ଶିକ୍ଷକଙ୍କୁ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଠାବ

କୁଚିଣ୍ଡା : ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଜଣେ ଶିକ୍ଷକଙ୍କ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ (୩୮) ।…

ଜମ୍ମୁ ଓ କଶ୍ମୀରର ବାରମୂଲାରେ ଫୁଟିଲା ଗୁଳି, ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଅଶାନ୍ତ ଜାମ୍ମୁ ଓ କାଶ୍ମୀର। ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ। ଆଜି ସକାଳୁ ସକାଳୁ ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି…

ଆଜି ରାଷ୍ଟ୍ରପତି ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ମୟୂରଭଞ୍ଜ: ଆଜି ହେଉଛି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ତୃତୀୟ ଦିନ ବା ଅନ୍ତିମ ଦିନ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଗୋଟେ କଥା କହିବି - ମୋ' ଜାଣିବାରେ ତୁ ସବୁଠାରୁ ଅବିଶ୍ୱାସୀ ପିଲା । ଆଉ ମୋ' ଦୁର୍ଭାଗ୍ୟ ମୁଁ ତୋ' ସହିତ ସମ୍ପର୍କିତ ଯିଏ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ସାହସ ବି କରିପାରେନି ।” ବୀରା କହିଲା । “ଆରେ,…

କବିତା : ବୁଝି ହେଉନି

ରାମକୃଷ୍ଣ  ବୁଝି ହେଉନି ମୁଁ ଖେଳୁଛି ଶବ୍ଦକୁ ନା ଶବ୍ଦ ଖେଳୁଛି ମତେ କିଏ କାହାର ଅକ୍ତିଆରରେ ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗ ସମୁଦ୍ର କୂଳର ବାଲିଘର ପରି ଧୋଇନିଏ ନୀରବତାର ଢେଉ ମୁଁ ନିର୍ବାକ ଛିଡ଼ା ହୋଇ ରହେ ମୋର ନଥିବା ପଣରେ। କଳ୍ପନାର ଦୁର୍ଭେଦ୍ୟ ପିରାମିଡ…

ଭାଷା ଭାଗବତ : ବ୍ୟାକରଣ ଓ ବାକ୍ୟରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ବ୍ୟାକରଣ'କୁ କରି ଆଳ 'ବାକ୍ୟରଣ'ରେ ହେଲେ ଭୋଳ ଚଳଇ କଥା କଟାକଟି ସ୍ବଭାଷା ହୁଏ ଛାଟିପିଟି ଭାଷୀଏ ହୋଇଲେ ସ୍ବାଧୀନ ଭାଷାର ଉନ୍ନତି ବିଧାନ ସମୃଦ୍ଧି, ବିକାଶ, ବର୍ଧନ ହୁଅଇ ଆପେ ସୁସଂପନ୍ନ ଯାହା ଅଧିକ ପ୍ରଚଳିତ ତାହା…