Latest Odisha News

BREAKING NEWS

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା ରାଶି, ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ

ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ମାମଲାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗକୁ ଆସିଛି। ଦିବଂଗତ ମମିତା ମେହରଙ୍କ ପରିବାରକୁ…

ଯୁବକଙ୍କ ଶିବାଜୀଙ୍କ ପ୍ରତି ସମ୍ମାନ: ନିଜ ଅଟୋରେ ନିର୍ମାଣ କଲେ ପ୍ରତିକାତ୍ମକ ଦୁର୍ଗ

କୁହାଯାଏ, ଯଦି ତୁମର ଦକ୍ଷତା ଅଛି ତେବେ ତୁମ ପାଇଁ କିଛି ବି ଅସମ୍ଭବ ନୁହେଁ । ଦୁନିଆରେ ସୃଜନଶୀଳ ଲୋକମାନଙ୍କର କୌଣସି ଅଭାବ ନାହିଁ । ସେହିପରି ସୃଜନଶୀଳତା ଏବଂ ଚିନ୍ତାଧାରାର ମିଶ୍ରଣ ପରିଣାମ ଯାହା ଅଛି ତାକୁ କେହି ବି ଆକଳନ କରିପାରିବେ ନାହିଁ । କିଛି ଲୋକ ସେମାନଙ୍କର ସୃଜନଶୀଳତା ଏବଂ…

ଭାରତ ଯାତ୍ରାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ-ବିଲାବଲ ଭୁଟ୍ଟୋ

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ମେ’ ପ୍ରଥମ ସପ୍ତାହରେ ଭାରତ ଯାତ୍ରାରେ ଆସୁଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ ସବୁ ପ୍ରକାର ସମ୍ପର୍କରେ କଟକଣା ଲାଗିଥିବାବେଳେ ବିଲାବଲଙ୍କ ଏହି ଯାତ୍ରାକୁ ନେଇ…

ଅମିତ ଶାହାଙ୍କୁ ଫୋନ୍ ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀ ମୁହାମୁହିଁ, ଉଭୟ ଦେଲେ ଖୋଲା ଚ୍ୟାଲେଞ୍ଜ୍ !

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇବାରେ ବିଫଳ ହେଲେ ରାଜନୀତି ଛାଡିଦେବି। ଏଭଳି କହି ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି, ଯଦି ଗଣତାନ୍ତ୍ରିକ ପଦ୍ଧତିରେ ମମତା ବାନାର୍ଜୀଙ୍କୁ…

ବାଉଁଶରେ ବିଷ ଦେଇ ହାତୀ ମାରୁଥିଲେ; ଖସିଗଲେ ୩, ଜଣଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା: ରାଜ୍ୟରେ ହାତୀ ମୃତ୍ୟୁ ଥମୁନି । କେବେ ବିଦ୍ୟୁତ୍ ଲାଗି ତ ଆଉ କେବେ ହାତୀ ମଣିଷ ଲଢ଼େଇରେ ଜୀବନ-ଜୀବିକା ବାଜି ଲାଗୁଛି । ହାତୀ ବଂଶ ବୃଦ୍ଧି ସହ ଗଜରାଜଙ୍କ ସୁରକ୍ଷା ଲାଗି ସରକାର ଯୋଜନା କରୁଥିବା ବେଳେ ଶିକାରୀ ଶିକାର ଲାଗି ନୂଆ ପନ୍ଥା ଆପଣାଉଛନ୍ତି । ମୟୂରଭଞ୍ଜ ଜିଲ୍ଲା…

ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିବା ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଅମରାବତୀ:ଆମେରିକା ଯାଇଥିଲେ ପାଠ ପଢିବାକୁ  । ଉଚ୍ଚଶିକ୍ଷା ଲାଭ କରିବେ । ବଡ ଚାକିରି କରିବେ । ହେଲେ ଉଚ୍ଚଶିକ୍ଷା ଲାଭ ପାଇଁ ଯାଇଥିବା ପୁଅ ଆଉ ଘରକୁ ଫେରିଲାନି । ଜଣେ ଭାରତୀୟ ପିଜି ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା କରାଯାଇଛି । ୨୪ ବର୍ଷୀୟ ଏହି ଛାତ୍ର ଜଣଙ୍କ ଆନ୍ଧ୍ର ପ୍ରଦେଶର …

ସାବଧାନ ! ଜାତୀୟ ରାଜପଥରେ ବୁଲୁଛି ବାଘ ।

ଗଜପତି : ଜାତୀୟ ରାଜପଥ କଡରେ  ବୁଲୁଛି ବାଘ । ବାଘ ବୁଲୁଥିବାର ଭିଡିଓ ଏବେ ହେଉଛି  ଭାଇରାଲ  ।  ଭିଡିଓଟି ଓଡ଼ିଶା ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତି ଅଞ୍ଚଳ ପଲାସା ନିକଟସ୍ଥ ଭେଣ୍ଡିଗେଟ ଅଞ୍ଚଳର ବୋଲି କୁହାଯାଉଛି । ରାତ୍ରି ସମୟରେ ବାଘଟି ରାସ୍ତାରେ ବୁଲୁଛି ।  ଜଣେ ପଥଚାରୀ ଭିଡିଓ ଉତ୍ତୋଳନ…

ଆଗାମୀ ୩ ଘଣ୍ଟାରେ ୧୫ ଜିଲ୍ଲାରେ କାଳବୈଶାଖୀ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିଛି । ପାଣିପାଗରେ ପରିବର୍ତ୍ତନ ଆସିବା ସହ ତାତିରେ ବ୍ରେକ୍ ଲାଗିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ କାଳବୈଶାଖୀ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ…

ଘାଟିରେ ଅଟୋ ଓଲଟି ୩ ମୃତ, ୭ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେରଡାଙ୍ଗ ଘାଟିରେ ଅଘଟଣ । ଅଟୋ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୁରେଇସିଂର କାଲା ବୁଢ଼ା ଓ ବଡପଦା ଗ୍ରାମର ଡଲି କରଙ୍କ ସହ ୯ ବର୍ଷର ଛୁଆର ମୃତ୍ୟୁ ହୋଇଛି । କେରେଡାଙ୍ଗ ଘାଟିରୁ ୨୦ ଫୁଟ ରାସ୍ତା ତଳକୁ…

ଗୁଡ୍ଡୁ ମୁସଲିମ୍ ଘଟଣାରେ ବରଗଡ଼ ଆସିଥିଲା ୟୁପି ଏସଟିଏଫ୍, ସ୍ପଷ୍ଟ କଲେ ଡିଜିପି

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ଘଟଣାରେ ବରଗଡ଼ ଆସିଥିଲା ୟୁପି ଏସଟିଏଫ୍ । ଏନେଇ ବରଗଡ଼ ଏସପିଙ୍କ ସହ ଆଇଜି ଓ ଡିଜିପି ସୂଚନା ଦେଇଛନ୍ତି । ଗୁଡ୍ଡୁ ମୁସଲିମ ଘଟଣା ନେଇ ପୋଲିସ ଡିଜିଙ୍କ ଜରୁରୀ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ସୁନୀଲ ବଂଶଲ । ଡିଜିପି…