ବିବାହ ଉତ୍ସବରେ ଖାଦ୍ୟ ବଦଳରେ ଦିଆଗଲା ଖାଲି ପାଣି: କାରଣ ଜାଣିଲେ ହେବେ ତାଜୁବ୍
ନ୍ୟୁୟର୍କ: ବିବାହ ହେଉଛି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ ମୁହୂର୍ତ୍ତ । ଆଜିକାଲି ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭି୍୍ନ୍ନ ଉପାୟ ଆପଣାଇଥାନ୍ତି । ବିବାହରେ ସାଜ୍ଜସଜ୍ଜା ଓ ଖାଦ୍ୟର ମେନୁ ଉପରେ ଗୁୁରୁତ୍ୱ ଦିଆଯାଇଥାଏ । ବିବାହ ଉତ୍ସବକୁ ଆସୁଥିବା ଅତିଥି…