ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉଡ୍ର ମିଷ୍ଟର ଖିଲାଡି ଅକ୍ଷୟ କୁମାର; ଆଣ୍ଠୁରେ ଲାଗିଛି ଆଘାତ
ଇଡେନବର୍ଗ: ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉ ଆକ୍ସନ ଷ୍ଟାର୍ ଆକ୍ଷୟ କୁମାର। ସ୍କଟ୍ଲାଣ୍ଡରେ ବର୍ତ୍ତମାନ ତାଙ୍କ ଫିଲ୍ମ“ ବଡ଼େ ମିଆଁ ଛୋଟେ ମିଆଁ” ଶୁଟିଂ ଚାଲିଛି। ଏହି ଫିଲ୍ମର ଏକ ଆକ୍ସନ ସିନ୍ ଶୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି ଅକ୍ଷୟ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା…