Latest Odisha News

BREAKING NEWS

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ହେଲେ ସନ୍ତୋଷ କୁମାର ଷଡଙ୍ଗୀ

ନୂଆଦିଲ୍ଲୀ: ଓଡିଶା କ୍ୟାଡର୍ ଆଇଏସ୍ ଅଫିସର୍ ସନ୍ତୋଷ କୁମାର ଷଡଙ୍ଗୀ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ଅଧିନରେ ବୈଦେଶିକ ବାଣିଜ୍ୟ (ଫରେନ୍ ଟ୍ରେଡ୍‌) ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସଦ୍ୟ ସ୍ଥିତିରେ ସେ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଡିପାର୍ଟମେଣ୍ଟ ଅଫ୍ ସ୍କୁଲ୍ ଏଜୁକେସନ ଆଣ୍ଡ ଲିଟେରାସି ବିଭାଗରେ ଆଡିସ୍ନାଲ୍ ସେକ୍ରୋଟାରୀ ଭାବେ କାର୍ଯ୍ୟରତ ଅଛନ୍ତି ।

Comments are closed, but trackbacks and pingbacks are open.