ନୂଆଦିଲ୍ଲୀ: ଓଡିଶା କ୍ୟାଡର୍ ଆଇଏସ୍ ଅଫିସର୍ ସନ୍ତୋଷ କୁମାର ଷଡଙ୍ଗୀ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ଅଧିନରେ ବୈଦେଶିକ ବାଣିଜ୍ୟ (ଫରେନ୍ ଟ୍ରେଡ୍) ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସଦ୍ୟ ସ୍ଥିତିରେ ସେ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଡିପାର୍ଟମେଣ୍ଟ ଅଫ୍ ସ୍କୁଲ୍ ଏଜୁକେସନ ଆଣ୍ଡ ଲିଟେରାସି ବିଭାଗରେ ଆଡିସ୍ନାଲ୍ ସେକ୍ରୋଟାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
BREAKING NEWS
- ଦାର୍ଲିପାଲିରେ ତୁମୁଳକାଣ୍ଡ: ରାଇଜ୍ ଅଫିସ୍ରେ ପଶି ଗୁଳିମାଡ଼, ଜଣେ ମୃତ
- ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ! ମାଡ଼ି ଆସୁଛି ଆଉ ଏକ ସିଷ୍ଟମ୍, ୧୩ରେ ଲଘୁଚାପ
- ବିଳମ୍ବିତ ରାତିରେ ଭିଡ଼ ଭିତରେ ମାଡ଼ିଗଲା ଟ୍ରକ୍: ୭ ମୃତ, ୨ ଗୁରୁତର
- ଭାରତକୁ ଆଉ ଏକ ବଡ଼ ସଫଳତା: DRDO ପକ୍ଷରୁ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ
- ରାଜ୍ୟ ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ ଉଦଯାପିତ; ସ୍ମାରକୀ ମହାନ୍ତି ଚାମ୍ପିଅନ
- ପେଣ୍ଟାଗନ୍ ପ୍ରମୁଖ ପିଟ୍ ହେଗସେଥଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା: ପରାମର୍ଶଦାତାଙ୍କ ସହ କଥା ହେଉଛନ୍ତି ଟ୍ରମ୍ପ
- ୮ସ୍ଥାନରେ ହେବ ଇକୋ ରିଟ୍ରିଟ୍; ମୁଖ୍ୟ ପ୍ରାଥମିକତା ରହିବ ସ୍ଥାନୀୟ ରୋଜଗାର
- ଜଗା ଦର୍ଶନ ହେଲା ଶେଷ ଦର୍ଶନ; ବୃଦ୍ଧ ଭକ୍ତଙ୍କ ଚାଲିଗଲା ଜୀବନ
- ୩୪୦ ASO ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି…
- ଓଡ଼ିଶାରେ ଶିଳ୍ପାୟନକୁ ମିଳିବ ନୂଆ ଗତି; ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଜମି ଆବଣ୍ଟନ କମିଟିର ଅନୁମୋଦନ
Comments are closed.