Latest Odisha News

BREAKING NEWS

ସତ୍ୟବାଦୀ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋମବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ଖୋଦ୍ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଏଥିସହିତ କହିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ…

କୃଷି ଆଇନକୁ ବିରୋଧ: ରାଜ୍ୟ କଂଗ୍ରେସର ବିରାଟ ଶୋଭାଯାତ୍ରା, ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ । ରାଜ୍ୟ କଂଗ୍ରେସର ରାଜଭବନକୁ ଯାତ୍ରା । ଭୁବନେଶ୍ୱରେ କଂଗ୍ରେସ ପକ୍ଷରୁ କୃଷି ଆଇନ୍ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ,…

କିମ୍ବଦନ୍ତୀ ଗାୟିକା ଲତା ଦିଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ ; କ’ଣ ଲେଖିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ସୁପ୍ରସିଦ୍ଧ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୯୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଚାରିଆଡୁ ତାଙ୍କ ପାଖକୁ ଆଜି ଛୁଟୁଛି ଶୁଭେଚ୍ଛାର ସୁଅ । ଅନ୍ୟ ମାନଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା…

ପତ୍ନୀଙ୍କୁ ମାରପିଟ୍ କଲେ ସ୍ୱତନ୍ତ୍ର ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଲ: ରକ୍ଷକ ସାଜିଲା ଭକ୍ଷକ । କ୍ୟାମେରାରେ କଏଦ୍ ହେଲା ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ କାରନାମା । ନିଜ ପତ୍ନୀଙ୍କୁ ମାଡ ଉପରେ ମାଡ ମାରି ଚାଲିଛନ୍ତି ଜଣେ ବରିଷ୍ଠ ପୋଲିସ ମହାନିର୍ଦ୍ଦେଶକ । ଏତିକିରେ ରାଗ ଶାନ୍ତ ହେଉନି ତାଙ୍କର, ତଳେ ପକାଇ ନିଜ ସ୍ତ୍ରୀର ମୁଣ୍ଡକୁ କଚାଡି ମଧ୍ୟ…

NCBକୁ ଦୀପିକା-ସାରା-ଶ୍ରଦ୍ଧା-ରକୁଲ କହିଲେ ଡ୍ରଗ୍ସ ଦୂରେ ଥାଉ, ସିଗାରେଟ୍ ବି ପିଉ ନାହୁଁ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତକୁ ଜୋରଦାର କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିକଟରେ ଡ୍ରଗ୍ସ ଚାଟ୍ ନେଇ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କୁ ମାରାଥନ୍ ଜେରା କରିଥିଲା ଏନସିବି । ପଚରାଉଚରା…

ଦଳ ବିରୋଧି କାର୍ଯ୍ୟ ପାଇଁ କଳ୍ପତରୁ ଓଝାଙ୍କୁ ବହିଷ୍କୃତ କଲେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିବା କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏସମ୍ପର୍କରେ ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି । ଦଳ ବିରୋଧି କାର୍ଯ୍ୟ…

ବିଗ୍ ବସ-୧୪ ରେ କୁମାର ସାନୁଙ୍କ ପୁଅ…

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ବିଗ୍ ବସ୍ ୧୪ ରେ ଅଂଶଗ୍ରହଣ କରିଛନ୍ତି । ପୁଅ ଜାନ କୁମାରଙ୍କୁ ସମର୍ଥନ ଜଣାଇବା ନିମନ୍ତେ କୁମାର ସାନୁ ନିଜ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି। View this post on Instagram…

ଓଟିଭି ଜମି ଜବରଦଖଲ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ଯାଂଚ ଆରମ୍ଭ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଆ ଗାଁରେ ଓଟିଭି ଜମି ଜବରଦଖଲ କରିଥିବା ନେଇ ଅଭିଯୋଗ ଆସିଥିଲା । ଏପରିକି ଏହାକୁ ବିରୋଧ କିର ଶତାଧିକ ଗ୍ରାମବାସି ରାସ୍ତାକୁ ଓହ୍ଲାଇଥିଲେ । ଏହି ଅଭିଯୋଗ ଆସିବା ପରେ ଏବେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସବ୍-କଲେକ୍ଟର ଓ ତହସିଲଦାରଙ୍କ…

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର’ ପୁରସ୍କାର

ଭୁବନେଶ୍ୱର: ଓଡିଶା ପାଇଁ ଗର୍ବ ଆଣିଛନ୍ତି ଜ୍ୟୋତିର୍ମୟୀ ଦାଶ ।  ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ  ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଏମାନଙ୍କୁ ସମ୍ମାନିତ କରିବେ । ଏହି ପୁରସ୍କାର…

ଲକଡାଉନ ସମୟରେ କିପରି ନିଜକୁ ବ୍ୟସ୍ତ ରଖିଥିଲେ କିଙ୍ଗ ଖାନ, ଜାଣନ୍ତୁ କ’ଣ କହୁଛନ୍ତି ପତ୍ନୀ ଗୌରୀ

ମୁମ୍ବାଇ: କୋଭିଡ ପାଇଁ ସାରା ଦେଶରେ ତାଲା ପଡିଥିବା ବେଳେ କଣ କରୁଥିଲେ କିଙ୍ଗ ଖାନ? କଣ କହିଲେ ପତ୍ନୀ ଗୌରୀ ଖାନ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡର ବାଦଶାହା ଶାହରୁଖ ଖାନ ଏହି ଲକଡାଉନ ସମୟରେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଉଥିବା କହିଛନ୍ତି ପତ୍ନୀ ଗୌରୀ ଖାନ। ଏହି ସମୟରେ…