Latest Odisha News

BREAKING NEWS

୬୦ ଲକ୍ଷ ଟପିଲା ଦେଶରେ କରୋନା କେସ, ମହାମାରୀରେ ନେଲାଣି ୯୫ ହଜାର ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । ପ୍ରତିଦିନି ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୬୦ ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୨ ହଜାର ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ ହଜାର…

୬୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା: ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ୫ ଗଂଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଗଞ୍ଜେଇ  ବେପାରୀଙ୍କ ମଧ୍ୟରୁ  ଜଣେ ମଧ୍ୟପ୍ରଦେଶ ଅଞ୍ଚଳର…

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଦିର ଦବଦବା । କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମ ଦିବସ । ସେ ୯୧ ବର୍ଷ ବୟସରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରରେ ୧୯୨୯ ମସିହା ଆଜିର…

କରନ ଜୋହରଙ୍କ ପାର୍ଟି ଭିଡିଓ ଅସଲି ଓ ଅନ୍ ଏଡିଟେଡ୍, ତଦନ୍ତ କରିବ NCB !

ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହରଙ୍କ ଘରେ ହେଉଥିବା ପାର୍ଟିରେ ଡ୍ରଗ୍ସ ସେବନ ହେଉଥିଲା କି ? ଭିଡିଓ ଭାଇରାଲ୍ ପରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ସେହି ଭିଡିଓକୁ ନେଇ ଖୋଳତାଡ ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । କରନ ଜୋହରଙ୍କ ପାର୍ଟି ଉପରେ ଏବେ ଏନସିବିର ନଜର…

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ୍ ଲିଷ୍ଟ । ଆଜି ହିଁ ସାମ୍ସ ଆକାଉଂଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରାୟ ୧୦୨୯ଟି କଲେଜ ପାଇଁ ୨ଲକ୍ଷ ୧୨ ହଜାର ୯୮୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ରେ ଦ୍ୱିତୀୟ ମେରିଟ…

ବିଶ୍ୱରେ ୧୦ ଲକ୍ଷ ଟପିଲା କରୋନା ଡେଥ୍, ଆମେରିକାରେ ମହମାରୀର ତାଣ୍ଡବ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ରଚୁଛି ମୃତ୍ୟୁର ତାଣ୍ଡବ । ସାରା ବିଶ୍ୱରେ ୧୦ ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୨ ହଜାର ୩୮୯ ଆକ୍ରାନ୍ତ ପ୍ରାଣ ହରାଇଲେଣି । ଆମେରିକାରେ ସ୍ଥିତି ସଙ୍ଗୀନ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଏକ ନମ୍ବର…

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି…

IPL ମହାସମର: ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ନେଲା ରାଜସ୍ଥାନ ରୟାଲ୍ସ

ସାରଜା: ଆଇପିଏଲରେ ରାଜସ୍ଥାନ ରୟାଲ୍ସର ରୋମାଞ୍ଚକର ବିଜୟ । ଗତକାଲି ଖେଳାଯାଇଥିବା ନବମ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୪ ଓ୍ୱିକେଟର ହରାଇଛି ରାଜସ୍ଥାନ । ୨୨୪ ରନର ବିଶାଳ ଟାର୍ଗେଟକୁ ହାସଲ କରି ନେଇଥିଲା । ୬ ଓ୍ୱିକେଟ ବିନିମୟରେ ହାତରେ ଆହୁରି ୩ଟି ବଲ୍ ବାକି ଥାଇ ବିଜୟୀ ହୋଇଥିଲା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୮-୯-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ମୋବାଇଲ ନମ୍ବର :୯୪୩୭୨୨୫୪୩୪ ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୮ ରିଖ ସୋମବାର କନ୍ୟା ୧୩ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ…

କବିତା: ତୁମେ ଆଉ ମୁଁ

✍️ ବିମଳା ଶଂକର ଦାଶ ତୁମେ ସପତ ରଙ୍ଗର ଫଗୁଣ ମୁଁ ପାଗଳ ଭ୍ରମର ତୁମେ ସକାଳ ସବୁଜ ପତର ମୁଁ କଅଁଳ କାକର ।। ତୁମେ ମୁକୁତା ଶାମୁକା ଗର୍ଭର ମୁଁ ଗଭୀର ସାଗର ତୁମେ ମୁକ୍ତ ଗଗନର ବିହଙ୍ଗ ମୁଁ ଶୀତଳ ସମୀର ।। ତୁମେ ନାୟିକା ରୂପ ରାଇଜର ମୁଁ ପ୍ରେମ ସୌଦାଗର ତୁମେ ନର୍ତ୍ତକୀ ମନ…