Latest Odisha News

BREAKING NEWS

ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସେସନ ନମିତା, ଗୀତ ଶୁଣିଲେ ମତୁଆଲା ହେବେ…

ଭୁବନେଶ୍ୱର: ପଛୁଆ ଅଂଚଳର ଆଗୁଆ ଝିଅ । ରାଜଧାନୀ କି ରାଜ୍ୟର ବଡ ସହରରେ ରହୁ ନାହାଁନ୍ତି । ଆଦିବାସୀ ଅଧ୍ୟୁଷିତ କେରାପୁଟ ଜିଲ୍ଲାରେ ଘର । ଗାଁ ଚିନ୍ତାଗୁଡାର ସେ ହେଉଛନ୍ତି ଚମକ । କୁହୁକ ଭରା କଣ୍ଠ ସ୍ୱର ତାଙ୍କର । ଅପହଂଚ ଇଲାକାରୁ ଦରିଆପାରି ଯାଏଁ ପରିଚିତ ନାଁ ନମିତା ମେଲକା ।..…

ବିବାହ ବନ୍ଧନରେ ଆବଦ୍ଧ ହେଲେ ପୁନମ ପାଣ୍ଡେ-ସ୍ୟାମ ବମ୍ବେ !

ମୁମ୍ବାଇ: ପୁନମ ପାଣ୍ଡେ ଓ ସ୍ୟାମ ବମ୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏକ ପ୍ରତିଷ୍ଠିତ ୱେବସାଇଟରେ ଖବର ପ୍ରକାଶ ପାଇଛି । ସମସ୍ତଙ୍କୁ ଲୁଚାଇ ଉଭୟ ବିବାହ କରିଥିବାରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ପୂର୍ବରୁ ମଧ୍ୟ ଉଭୟ ଲୁଚା ଛପାରେ ନିର୍ବନ୍ଧ କରିଥିଲେ । ପୁନମ ଏହି…

ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଅର୍ଣ୍ଣବଙ୍କୁ ଚପଲ ଉପହାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନ୍ୟୁଜ୍ ଚ୍ୟାନେଲ ଓ ସୋସିଆଲ ମିଡିଆରେ କ୍ରମାଗତ ହଲଚଲ ଜାରି ରହିଛି । ତର୍କବିତର୍କ, ଖୁଲାସା ଓ ମହାଖୁଲାସା ଭଳି ଶବ୍ଦ ପ୍ରାଇମ୍ ଟାଇମ ସ୍ଲଟ୍‌ରେ ଦେଖିବାକୁ ମିଳୁଛି । ଆଜି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଜନ୍ମଦିନ । ଏହି ଅବସରରେ ସେ…

ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଅନୁଗୁଳ: ସ୍କୁଟି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସୃଷ୍ଟି ହୋଇଛି ତୁମୁଳକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଦୋକାନ ଘର ଏବଂ କାର୍‌ରେ ନିଆଁ ଲଗାଇଦେଇଛନ୍ତି । ଏଥିସହ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

ପ୍ୟାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଥିବା ଫିଙ୍ଗର ୪ର ଶୀର୍ଷ ସ୍ଥାନ କବଜାକୁ ନେଲା ଭାରତ

ଲଦାଖ: ଭାରତ-ଚୀନ ମଧ୍ୟରେ ବିବାଦ ଥମିବାରେ ନାମ ନେଉ ନାହିଁ । ବିଧିବଦ୍ଧ ଭାବେ ଭାରତୀୟ ସେନାରେ ରାଫାଲ ଯୁଦ୍ଧ ବିମାନ ସାମିଲ ହେବା ପରେ ସେନାର ମନୋବଳ ବଢ଼ିଛି । ଏହି ଅବସରରେ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଥିବା ବିବାଦୀୟ ଫିଙ୍ଗର ୪ ଅଂଚଳର ଶୀର୍ଷ ସ୍ଥାନ ଅଧିକାର କରି ନେଇଛି ।…

ଜର୍ମାନୀରେ ବ୍ୟାପିଲା ସ୍ୱାଇନ ଫ୍ଲୁ

ଜର୍ମାନୀ: ଜର୍ମାନୀକୁ ବ୍ୟାପିଲା ସ୍ୱାଇନ ଫ୍ଲୁ । ପୂର୍ବ ବ୍ରାଣ୍ଡେନ୍ବର୍ଗରେ ମିଳିଥିବା ଏକ ବଣୁଆ ଘୁଷୁରୀର ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଜର୍ମାନୀରେ ଆଫ୍ରିକୀୟ ଘୁଷୁରି ଜ୍ୱରର ଏହା ପ୍ରଥମ ମାମଲା ବୋଲି ଦେଶର କୃଷି ମନ୍ତ୍ରୀ ଗୁରୁବାର କହିଛନ୍ତି।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୦୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୦୬ ଜଣଙ୍କ ମଧ୍ୟରୁ ୪୧୧ ଜଣ କଟକରୁ, ୩୫୪ ଜଣ ଖୋର୍ଦ୍ଧା, ୨୩୩ ଜଣ ମୟୁରଭଞ୍ଜରୁ, ୧୭୩ ଜଣ ଗଞ୍ଜାମରୁ,…

୧୪ରୁ ଆରମ୍ଭ ହେବ DL ସ୍କିଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୧୪ରୁ ଆରମ୍ଭ ହେବ ଡିଏଲ୍ ସ୍କିଲ ଟେଷ୍ଟିଂ । ୧୪ ତାରିଖରେ ଦିନ ୧୧ଟାରୁ ସ୍ଲଟ ବୁକିଂ ହେବ ଏବଂ ରାତି ୧୦ ଯାଏଁ ସ୍ଲଟ ବୁକିଂ କରିପାରିବେ ଆବେଦନକାରୀ । ତେବେ ତା’ପରଦିନ ଠାରୁ ସକାଳ ୭ରୁ ରାତି ୧୦ ଯାଏଁ ଡିଏଲ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍ ସ୍ଲଟ ବୁକିଂ କରିହେବ । ଏନେଇ…

ସିଞ୍ଜୋ ଆବେଙ୍କୁ “ବନ୍ଧୁ” ବୋଲି ସମ୍ବୋଧନ କଲେ ମୋଦୀ!!

ନୂଆଦିଲ୍ଲୀ: ଜାପାନ ସହିତ ଲ୍ୟାଣ୍ଡମାର୍କ ସାମରିକ ଚୁକ୍ତି ପରେ ବିଦାୟ ନେଉଥିବାଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ…

ଭୁବନେଶ୍ୱରରେ ଆଜି ୪୬୦ ପଜିଟିଭ, ୪୦୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮୫ ଜଣ…