ଗ୍ରୀନ ମିଶନରେ ଓଡ଼ିଶାର ଏହି ଶିକ୍ଷୟତ୍ରୀ; ଖର୍ଚ୍ଚ କଲେଣି ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ଅନୁଗୁଳ: ଗୀତାଞ୍ଜଳୀ ସାମଲ । ପେଷାରେ ଶିକ୍ଷୟତ୍ରୀ ମାତ୍ର ନିଶା ତାଙ୍କର ପରିବେଶ ସୁରକ୍ଷା । ନିଜ ସଞ୍ଚୟରୁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ଏକ ସବୁଜ ପରିବେଶ ସୃଷ୍ଟି କରିଛନ୍ତି ଗୀତାଞ୍ଜଳୀ । ଗତ ଛଅ ମାସ ମଧ୍ୟରେ ଗୀତାଞ୍ଜଳି ଅଙ୍ଗୁଲର ବିଭିନ୍ନ ସ୍ଥାନରେ ୧୦ ହଜାରରୁ ଅଧିକ ଚାରା ରୋପଣ…