Latest Odisha News

BREAKING NEWS

ଆପଣ ଜାଣନ୍ତି କି ଚାଇନା ପରେ ଭାରତରେ ରହିଛି ଦ୍ଵିତୀୟ ଦୀର୍ଘତମ ୱାଲ !

ଭୁବନେଶ୍ୱର: 'ଦ ଗ୍ରେଟ ୱାଲ ଅଫ ଚାଇନା' । ପ୍ରାୟତଃ ଆମେ ସମସ୍ତେ ଏହି ନାଁ ଟି ଶୁଣିଥିବା। ଚାଇନା ସ୍ଥିତ ଏହି ଗ୍ରେଟ ୱାଲ କୁ ବିଶ୍ୱର ଦୀର୍ଘତମ ୱାଲ ବା କାନ୍ଥ ବୋଲି କୁହାଯାଏ। ତେବେ ମନକୁ ଆସେ ବିଶ୍ୱର ୨ୟ ଦୀର୍ଘତମ ୱାଲ କେଉଁଠାରେ ରହିଛି? ତେବେ ଏହାର ଉତ୍ତର ହେଉଛି ଭାରତ। ଆଜ୍ଞା ହଁ ।…

ଜେରା ପାଇଁ ଏନସିବି ସହ ଯିବାକୁ ମନା କରିଦେଲେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା। ଅଭିନେତ୍ରୀଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା, ପ୍ରଥମ ଏନସିବି ଦଳ ସହିତ ଯିବା ଏବଂ ଦ୍ୱିତୀୟରେ ପଚରାଉଚରା ପାଇଁ ନିଜେ…

ଆକାଶରୁ ଖସିଲା ମୂଲ୍ୟବାନ ପଥର; ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କଲେ ଲୋକ !

ଭୁବନେଶ୍ୱର: ଅନେକ ସମୟରେ ଏପରି ଖବର ସାମ୍ନାକୁ ଆସେ ଯାହା ଆଶ୍ଚର୍ଯ୍ୟ କରିଦିଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବିସ୍ମିତ ହୋଇଯିବେ। ନିକଟରେ ବ୍ରାଜିଲର ଏକ ଗାଁରେ ଏପରି କିଛି ଘଟିଛି ଯାହାକୁ ଜାଣିବା ପରେ ଆପଣ ଏହାକୁ ବିଶ୍ୱାସ…

ଡ୍ରଗ୍ସ ଲିଙ୍କ: ତିନି ଜଣ ବନ୍ଧା ହେଲେଣି, ଏଥର ରିୟାଙ୍କ ପାଳି !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତକୁ ଜୋରଦାର କରିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ସିବିଆଇ । ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ହାଜର ପାଇଁ ଡାକିଛି ଏନସିବି । ଜେରା କରିବ । ଚର୍ଚ୍ଚା ହେଉଛି ଯେକୌଣସି ମୁହୂର୍ତ୍ତରେ…

ପୃଥିବୀ ନିକଟକୁ ଆସୁଛି ଗ୍ରହାଣୁ; ଧକ୍କା ହେବାର ସମ୍ଭାବନା ନାହିଁ

ଭୁବନେଶ୍ୱର: ସେପ୍ଟେମ୍ବର ୬ ତାରିଖରେ ଭାରତୀୟ ସମୟ ଅନୁଯାୟୀ ଦିନ ୨ଟା.୦୮ମି. ସମୟରେ ଏକ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବାକୁ ଯାଉଛି । ହେଲେ ଏହା ଧକ୍କା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁମବନେଶ୍ୱର ସ୍ଥିିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୬-୯-୨୦୨୦ ରବିବାର ଜ୍ଯୋତିବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୬ ରିଖ ରବିବାର ସିଂହ ୨୨ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର   ଘାତ ବାର:-ମେଷ ରାଶିର  ଘାତ ଚନ୍ଦ୍ର :-ମେଷ…

+୨ କଳାରେ ଟପ୍ପର ସମ୍ଭାବନା ସାହୁ

ଯାଜପୁର: ଶନିବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ଏହି ପରୀକ୍ଷାରେ ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ୯୧ ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ସମ୍ଭାବନା ଏହି ପରୀକ୍ଷାରେ ସର୍ବାଧିକ ୫୪୬ ନମ୍ବର  ରଖିଛନ୍ତି।…

ଆନନ୍ଦପୁର ବିଧାୟକଙ୍କୁ କରୋନା

କେନ୍ଦୁଝର: କେନ୍ଦୁଝରର ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ବିଧାୟକ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଯାଏ ୧୯ ବିଧାୟକ ଓ ୩ ସାଂସଦ କୋରୋନା…

ଫାର୍ମହାଉସ କେୟାରଟେକର କହିଲେ ସୁଶାନ୍ତ ସାର୍ ଅମର, ଆକବର, ଆନ୍ଥୋନୀ ପାଇଁ ଅର୍ଥ ଟ୍ରାନ୍ସଫର କରିଥିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ପ୍ରତ୍ୟେକ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଶନିବାର ତାଙ୍କ ଲୋନାଭାଲ ଫାର୍ମ ହାଉସ କେୟାରଟେକର ରଇସ ଚାଂଚଲ୍ୟକର ଖୁଲସା କରିଛନ୍ତି । ସେ କହିଛନ୍ତି ସୁଶାନ୍ତ ସାର ମୃତ୍ୟୁ ପୂର୍ବରୁ ଅମର, ଆକବର ଓ ଆନ୍ଥୋନୀଙ୍କ ପାଇଁ ଫଣ୍ଡ ଟ୍ରାନ୍ସଫର କରିଥିଲେ ।…

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ…