ଦୀପକ ପୁନିଆଙ୍କ ସମେତ ୩ ଭାରତୀୟ ରେସଲର କରୋନା ପଜିଟିଭ
ସୋନପତ: ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଦୀପକ ପୁନିଆଙ୍କ ସମେତ ୩ ରେସଲର ଆଜି କରୋନା ପଜିଟିଭ ଥିବା ଜଣାପଡିଛି । ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ (ସାଇ) ଗୁରୁବାର ଏହା ସ୍ପଷ୍ଟ କରିଛି । ସମସ୍ତ ରେସଲର ହରିୟାଣା ସୋନପତ ସାଇ ସେଂଟରରେ ଅଭ୍ୟାସ କରୁଥିଲେ । ୧…