ଭାରତ ସୀମାରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ନିନ୍ଦା କଲା ଆମେରିକା
ନୂଆଦିଲ୍ଲୀ: ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ପୁନର୍ବାର ଚୀନ ବିଫଳ ହୋଇଛି । ଭାରତୀୟ ସେନାଙ୍କ କଡା ଆଭିମୁଖ୍ୟ ଯୋଗୁ ଡ୍ରାଗନ ପଛକୁ ହଟିଛି । ମଙ୍ଗଳବାର ଆମେରିକାର ଡେପୁଟି ସେକ୍ରେଟାରୀ ଷ୍ଟିଫେନ୍ ବିଗନ କହିଛନ୍ତି, ଚୀନ ବାରମ୍ବାର ଭୁଲ କରୁଛି । ସବୁ ଦିଗରେ ବିସ୍ତାରବାଦୀ…