Latest Odisha News

BREAKING NEWS

ମାସେ ଯାଏଁ ପୁରୀ ସ୍ୱର୍ଗଦ୍ୱାରକୁ ବାହାର ଲୋକଙ୍କୁ ପ୍ରବେଶ ମନା

ପୁରୀ: ପୁଣି ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର କଟକଣା । ସ୍ୱର୍ଗଦାରରେ ଦାହ ସଂସ୍କରଣ କଟକଣାକୁ ବୃଦ୍ଧି କରାଯାଇଛି । ପୁଣି ଆଉ ମାସେ ଅର୍ଥାତ ସେପ୍ଟେମ୍ବର ୩୦ ଯାଏଁ ଏହି କଟକଣାକୁ ବଢ଼ାଇଛନ୍ତି ଜିଲ୍ଳାପାଳ । ପୁରୀ ଜିଲ୍ଲା ବାହାର ଲୋକଙ୍କୁ ଶବ ସଂସ୍କାର କରିବାକୁ ଅନୁମତି ମିଳିବ ନାହିଁ । କେବଳ ପୁରୀ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ପରିବାର ସପକ୍ଷରେ ନ୍ୟାୟ ମାଗିଲେ କ୍ରିକେଟର ରାଇନା

ମୋହାଲୀ:ହଠାତ୍ ଆଇପିଏଲ ଛାଡି ଭାରତ ଫେରିଥିବା କ୍ରିକେଟର ସୁରେଶ ରାଇନା ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ରାଇନାଙ୍କ ପିଉସୀ ନାନୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ କେତେକ ଦୁବୃତ ଆକ୍ରମଣ କରିଥିଲେ । ଏଥିରେ ପିଉସା ଓ ତାଙ୍କର ଜଣେ ପୁଅ ମୃତ୍ୟୁବରଣ କରିଛନ୍ତି । ପିଉସୀଙ୍କ ଜୀବନ ମଧ୍ୟ…

ଏଣିକି ୮ଟି ରୁଟ୍‌ରେ ପ୍ରତିଦିନ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର: ଏଣିକି ସପ୍ତାହର ୭ ଦିନ ଚାଲିବ ‘ମୋ ବସ୍‌’ । ଅଧିକ ଡିମାଣ୍ଡ ଥିବା ଯୋଗୁଁ ଏବେ ୮ଟି ରୁଟ୍‌ରେ ‘ମୋ ବସ୍‌’ ଚାଲିବ । ରୁଟ୍ ନମ୍ବର ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩ରେ ‘ମୋ ବସ୍‌’ ଗଡିବ । ଏନେଇ କ୍ରୁଟ୍ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା…

ପାଣିରେ ବୁଡି ୩ ନାବାଳିକାଙ୍କ ସଲିଳ ସମାଧି

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଦେଓଗଞ୍ଜ ଗ୍ରାମରେ ମଙ୍ଗଳବାର ଦିନ ଏକ ଅଭାବନୀୟ ନଜରକୁ ଆସିଛି । ଗ୍ରାମ ନିକଟ ଏକ ପୋଖରୀରେ ବୁଡି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଯାବତ୍ ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁଯାୟୀ ୩ ଜଣ ଯାକ ପିଜୁଳି ଖାଇବାକୁ…

ବଗଲା ବିବାଦକୁ ନେଇ ବର୍ଷିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଓଟିଡିସି ଓ ଆଟିଡିସିର ଚିଠିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଚିଠିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ସମ୍ବିତ ପାତ୍ରଙ୍କ ଅଭିଯୋଗ…

ପଞ୍ଚତତ୍ତ୍ୱରେ ବିଲିନ ହେଲା ପ୍ରଣବ ମୁଖାର୍ଜିଙ୍କ ପାର୍ଥୀବ ଶରୀର

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଶେଷକୃତ୍ୟ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ଲୋଧି ରୋଡ୍ ଶ୍ମଶାନ ଘାଟରେ ସଂପନ୍ନ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ତାଙ୍କୁ ବିଦାୟ ଦିଆଯାଇଥିବା ବେଳେ ପୁଅ ଅଭିଜିତ୍ ମୁଖାଗ୍ନି ଦେଇଥିଲେ ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ, ସାଇକୋ ଲେଡି ଉପରେ ସନ୍ଦେହ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ଏବେ ତାଙ୍କ ମୃତ୍ୟୁ ମାମଲାରେ ଜଣେ ସାଇକୋ ଲେଡିଙ୍କ କଥା ସାମ୍ନାକୁ ଆସିଛି । ଆଦିତ୍ୟଙ୍କ ବାପା ସାଇକୋ ଲେଡି ଉପରେ ସନ୍ଦେହ କରୁଛନ୍ତି । ସେ କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ…

୭ ଦିନ ପାଇଁ କଟକ ଡିସିପି ଅଫିସରେ ଲୋକଙ୍କ ପ୍ରବେଶ ମନା

କଟକ: କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ସ୍ଥିତ ଡିସିପି ଅଫିସକୁ ୩ ଦିନ ଲାଗି ବନ୍ଦ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଏସମ୍ପର୍କରେ ଡିସିପି କହିଛନ୍ତି ଯେ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ । କିଛି ଜରୁରୀ ବିଭାଗ…

ସ୍ୱାଭାବିକ ହେବ ଘରୋଇ ଓ ସରକାରୀ ବସ୍ ଚଳାଚଳ: ମନ୍ତ୍ରୀ

ଭୁବନେଶ୍ୱର: ଅନଲକ୍‌-୪ ଗାଇଡଲାଇନ୍ ପରେ ରାଜ୍ୟରେ ଘରୋଇ ଓ ସରକାରୀ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ମଙ୍ଗଳ ବାର ଦିନ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ବସ୍ ମାଲିକ ଆସୋସିଏସନର ଟାକ୍ସ ଛାଡ ଭଳି ଅନେକାଂଶ ଦାବିକୁ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ମୟୁରଭଞ୍ଜ,…