Latest Odisha News

BREAKING NEWS

ଷ୍ଟେସନ ପରିସରରୁ ୪ଫୁଟର ନାଗ ସାପ ଉଦ୍ଧାର

ନୂଆଦିଲ୍ଲୀ: ଫଣା ଟେକି ଫଁ କରୁଥିବା ଏହି ନାଗ ସାପକୁ ଦେଖନ୍ତୁ । କିଙ୍ଗ କୋବ୍ରା । କଳା ରଙ୍ଗର ନାଗ ସାପ । ସ୍ନେକ ହେଲପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି । ଦିଲ୍ଲୀ ସାକେତ୍ ମେଟ୍ରୋ ଷ୍ଟେସନ ପରିସରରୁ ଏହି ନାଗ ସାପକୁ ଉଦ୍ଧାର କରାଯାଇଛି । ଏହି ନାଗ ସାପର ଲମ୍ବା ପାଖାପାଖି ୪ ଫୁଟ ହେବ ।…

ସୁଶାନ୍ତ ମୋ ସ୍ୱପ୍ନରେ ଆସି ସବୁ ସତ କହିବା ପାଇଁ କହିଛନ୍ତି: ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ:" ସୁଶାନ୍ତ ମୋ ସ୍ୱପ୍ନରେ ଆସିଥିଲେ, ମତେ କହିଲେ ଏବେ ଆଉ ଚୁପ ରୁହନାହିଁ । ସତ କଣ ସମସ୍ତଙ୍କୁ କହି ଦିଅ" ଏଭଳି ଏକ ବୟାନ ଦେଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ। ଦିନକୁ ଦିନ ନୂଆ ମୋଡ଼ ନେଉଛି ସ୍ବର୍ଗତ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ…

ଦେଶରେ ୩୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୭୮ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ପାର । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୮ ହଜାର ୭୬୧ ଭୂତାଣୁ ସଂକ୍ରମିତ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪କୁ ବୃଦ୍ଧି ପାଇଛି । ଚାରି ଦିନ ପରେ…

ଲତା ମଙ୍ଗେସକରଙ୍କ ବିଲଡିଂ ସିଲ୍

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିଲଡିଂକୁ ସିଲ୍ କରିଛି ମୁମ୍ୱାଇ ମୁନିସିପାଲ୍ କର୍ପୋରେସନ୍ (ବିଏମସି) । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକମୂଳକ ବ୍ୟବସ୍ଥା ଭାବରେ ଲତାଙ୍କ ପ୍ରଭାକୁଞ୍ଜ ବାସଭବନକୁ ସିଲ୍ କରାଯାଇଛି । ଲତା ଓ ତାଙ୍କ ପରିବାର ସଦସ୍ୟ ବର୍ତ୍ତମାନ…

ସୁଶାନ୍ତଙ୍କ ସହ ଜଡିତ ଏହି ବଡ଼ ଘଟଣାର ଖୁଲାସା କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଶନିବାର ଦିନ ଟ୍ୱିଟ ମାଧ୍ୟମରେ ଏକ ଚଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କରେ ଏକ ଖୁଲାସା କରିଛନ୍ତି। ବଲିଉଡର ଏହି ଅଭିନେତାଙ୍କ ରହସ୍ୟମୟ ମୃତ୍ୟୁରେ ସିବିଆଇ, ଇଡି ଏବଂ ଏନସିବି…

ଡିଜିଟାଲ କାରବାର ଉପରେ ଆଉ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ, ଆଦେଶ ଜାରୀ କଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରୁପେ କାର୍ଡ କିମ୍ବା ଭୀମ-ୟୁପିଆଇ ସହିତ କାରବାର ଉପରେ ଫି ଆଦାୟ କରୁଥିବା ବ୍ୟାଙ୍କମାନଙ୍କୁ ଆୟକର ବିଭାଗ କଠୋର ନିର୍ଦ୍ଦେଶ ଦେଇଛି। ବିଭାଗ କହିଛି ଯେ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶୁଳ୍କ ଫେରସ୍ତ କରାଯିବା ଉଚିତ। ଭବିଷ୍ୟତରେ,…

ଆଶ୍ୱସ୍ତିକର ଖବର: ହୀରାକୁଦକୁ କମୁଛି ବନ୍ୟା ଜଳ ପ୍ରବେଶ

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରବଳ ବର୍ଷା ଓ ଭୀଷଣ ବନ୍ୟା ପରିସ୍ଥିତି ପରେ ମହାନଦୀରେ ବଡ଼ ବିପତ୍ତି ଆସିଛି । ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଇଥିଲା । ହୀରାକୁଦର ୪୬ଟି ଗେଟ୍ ଖୋଲାଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ହୀରାକୁଦକୁ ମହାନଦୀର ବନ୍ୟା ଜଳ…

ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା ବରୀ

ଯାଜପୁର: ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଯାଜପୁରର ବରୀ ଅଞ୍ଚଳ । ବୈତରଣୀରେ ବନ୍ୟା ଯୋଗୁଁ ଯାଜପୁରର ବରୀକୁ ସମସ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସମ୍ପୂର୍ଣ୍ଣ ଅଞ୍ଚଳଟି ପାଣି ଘେରରେ ରାହିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ସ୍ଥାନୀୟ ଅଞ୍ଚଳରେ…

ବୟସ ଅନୁସାରେ ଆପଣଙ୍କ ଓଜନ ଠିକ ଅଛି ତ? ଜାଣନ୍ତୁ

ଭୁବନେଶ୍ୱର: ସୁସ୍ଥ ମଣିଷର ପରିଚୟ ତା'ର ସୁସ୍ଥ ଶରୀର । ସୁସ୍ଥ ଶରୀର ପାଇଁ ପ୍ରଥମେ ଆବଶ୍ୟକ ସଠିକ ଓଜନ। ତେବେ ସଠିକ ଓଜନ କଣ? ଜଣେ ମଣିଷ ଶରୀରର କେଉଁ ବୟସରେ ସଠିକ ଓଜନ କେତେ ରହିବା ଆବଶ୍ୟକ? ଆଜି ଆମେ ଆପଣଙ୍କୁ କହିବୁ ଏସମ୍ପର୍କରେ... ନବଜାତ ବା ସଦ୍ୟଜାତ ଶିଶୁ ପୁତ୍ରର ଓଜନ ୩.୩…

ବିପଦ ସଙ୍କେତ ଉପରେ ମହାନଦୀ ଓ ଜଳକା

ଭୁବନେଶ୍ୱର: ବଢୁଛି ମହାନଦୀ । ଜଳସ୍ତର ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଟପିଛି ମହାନଦୀ । ଜଳକା ନଦୀ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମହାନଦୀ କଟକ ନରାଜଠାରେ ବିପଦ ସଙ୍କେତ ପାର୍ କରିଛି । ନରାଜରେ ବିପଦ ସଙ୍କେତ ୨୬.୪୧…