ଟିକଟକର ସିଇଓ କେଭିନ୍ ମେୟରଙ୍କ ଇସ୍ତଫା
ନୂଆଦିଲ୍ଲୀ: ଲୋକପ୍ରିୟ ଚାଇନିଜ ଆପ୍ ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେବିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ଆଧିକାରୀକ ଭାବେ ସୂଚନା ଦିଆଯାଇଛି ।
ଟିକଟକର ସିଇଓ ଏକ ପତ୍ରରେ ଲେଖିଛନ୍ତି ଯେ “ମୁଁ ବହୁତ ଦୁଃଖର ସହ ଆପଣମାନଙ୍କୁ କହୁଛି…