Latest Odisha News

BREAKING NEWS

ବିଏମ୍‌ସିରୁ ବାହାରିଲେ ପୁଣି ୩୩୦ ପଜିଟିଭ

ଭୁବନେଶ୍ୱର: ବିପଦରେ ରାଜଧାନୀ ଭୁବନେଶ୍ୱର । ଦିନକୁ ଏଠି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମରୁ ଆଉ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । Update on newly detected & cured #COVID19 cases in the last 24 hrs under the…

NEET-JEE ପରୀକ୍ଷାକୁ ବିରୋଧ, ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । କରୋନା ସଙ୍କଟ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହାରି ଭିତରେ ବୁଧବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ…

ମାଟି ତଳୁ ମିଳିଲା ୧୫୦୦ ମାନବ ହାଡ !

ଭୁବନେଶ୍ୱର: ଖନନ ପ୍ରକ୍ରିୟାରେ ମାଟି ତଳୁ ମିଳିଲା ଶହଶହ ମାନବ ହାଡ । ମିଳିଥିବା କଙ୍କାଳଗୁଡିକ ୧୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ କେଉଁଠି ମିଳିଛି ଏତେ ସଂଖ୍ୟାର ମାନବ କଙ୍କାଳ ? ପଶ୍ଚିମ ଜାପାନର ଓସାକା ସହରରେ ମିଳିଛି ୧୫୦୦ ମାନବ ହାଡ । ବିଶେଷଜ୍ଞଙ୍କ ଅନୁଯାୟୀ…

ଗଣିତ ଖେଳ ୧: ସାତ ଖଣ୍ଡରେ ଶହେ ଆକାର

ମାତ୍ର ୭ଖଣ୍ଡ ଜ୍ୟାମିତିକ ଆକାର, ଆଉ ତାକୁ ଯୋଡି ସେଥିରୁ ତିଆରି କରିହେବ ଶହ ଶହ ପ୍ରକାର ଚିତ୍ର । ୨ଖଣ୍ଡ ବଡ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ମଝି ଆକାରର ସମକୋଣୀ ତ୍ରିଭୂଜ, ୨ଖଣ୍ଡ ଛୋଟ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ବର୍ଗାକାର ଏବଂ ଖଣ୍ଡିଏ ଠିକିରି ଆକାର, ଏତିକିରୁ ଏତେ ପ୍ରକାର ଚିତ୍ର ବନାଇ ହେବ ଯେ…

ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା, ରିୟା ଷଡଯନ୍ତ୍ର କରୁଥିଲେ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍‌ରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ସିବିଆଇ ଜୋରସୋରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପରେ ରିୟା ଚକ୍ରବର୍ତିଙ୍କ ଆଡକୁ ସନ୍ଦେହ ଯାଉଛି । ବୁଧବାର ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ରିୟା ଚକ୍ରବର୍ତିଙ୍କ…

ବୁଡିଗଲେ ବାବା ଆଖଣ୍ଡଳମଣି

ଚାନ୍ଦବାଲି: ବର୍ଷା ଜଳରେ ବୁଡିଗଲେ ବାବା ଆଖଣ୍ଡଳମଣି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଆଜି ବର୍ଷା ଜଳ ପ୍ରବେଶ କରିଛି। ଲଘୁଚାପ ବର୍ଷା ଯୋଗୁଁ ମଧ୍ୟରାତ୍ରୀରେ ବର୍ଷା ଜଳ ପ୍ରବେଶ କରିବାରୁ ଆଜି ସକାଳୁ ମନ୍ଦିରରେ ପୂଜାର୍ଚ୍ଚନା…

ପାଣି ସୁଅରେ ଭାସିଗଲା ଟ୍ରକ, ଡ୍ରାଇଭର ମୃତ

ପାଟଣା: ଲଗାଣ ବର୍ଷା ଯୋଗୁଁ ବେହାଲ କେନ୍ଦୁଝର ଜିଲ୍ଲା । କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟ ପୋଲ ଉପରେ ପାଣି ଚାଲୁଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସମ୍ପୂର୍ଣ୍ଣ ବୁଡିଯାଇଛି । ପ୍ରଖର ସ୍ରୋତରେ ଟ୍ରକ୍ ଭାସି ଯାଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳି…

ନୃତ୍ୟରତା ବର୍ଷା

ସୁସ୍ମିତା ମହାପାତ୍ର ସହରର ମାଳମାଳ ଆଟୋପ ଅଟ୍ଟାଳିକାରେ ଇନ୍ଦ୍ରଧନୁ କୋଳେ ଅବା ପାହାଡ଼ ଜଙ୍ଗଲ ଘେରା ମଫସଲ ମଥାନରେ ବାଳୁତ ଶିଶୁଙ୍କ ମେଳେ ଅନାହାର ମୃତ୍ୟୁ ବେଳେ, ନୃତ୍ୟରତା ସିଏ କାଳେକାଳେ । ଆଷାଢ଼ର ଆଲିଙ୍ଗନେ ଆଉ ଶ୍ରାବଣର ସାନିଧ୍ୟରେ ମଜ୍ଜି ବିଭୋର ପଣରେ ନାଚୁଥାଏ…

ସୁଶାନ୍ତ ସିଂଙ୍କ ଲାପଟପ୍‌ରୁ କିଏ ଡିଲିଟ କଲା ଡାଟା?

ମୁମ୍ବାଇ: ଆତ୍ମହତ୍ୟା ନା ହତ୍ୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ବଢ଼ୁଛି ସନ୍ଦେହ । ତେବେ ଏହାରି ଭିତରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପରୁ ତଥ୍ୟ ଡିଲିଟ ହୋଇଛି । କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା…

କମଲା ବନାମ ନିକ୍କି: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଟକ୍କର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଫୋକସରେ ରହିବେ ଭାରତୀୟ । ସେଠାରେ ରହୁଥିବା ଭାରତୀୟଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ କସରତ ଆରମ୍ଭ ହୋଇଛି । ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଟ୍ରମ୍ପ କାର୍ଡ କରିଛି ଡେମୋକ୍ରାଟିକ୍ ପାର୍ଟି। ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ…