Latest Odisha News

BREAKING NEWS

କିମ୍ ଜୋଙ୍ଗ ଉନ କୋମାରେ, ଭଉଣୀଙ୍କୁ ଦାୟିତ୍ୱ !

ସିଓଲ: ପୁନର୍ବାର ଉତରକୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଖବର ପ୍ରକାଶ ପାଇବାରେ ଲାଗିଛି । କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଏବଂ ସେ କୋମାରେ ଅଛନ୍ତି ବୋଲି ଦକ୍ଷିଣ କୋରିଆର ଡିପ୍ଲୋମାଟ ଚାଙ୍ଗ ସୋଙ୍ଗ ମିନ୍ କହିଛନ୍ତି । ଭଉଣୀ କିମ୍ ୟୋ…

ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିପାରେ କୋଭିଡ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆଶା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତକୁ କରୋନା ଟିକା ମିଳିଯାଇପାରେ ।…

ଜଳୁଛି କାଲିଫୋର୍ଣ୍ଣିଆ ଜଙ୍ଗଲ, ୧୨ ହଜାର ଥର ବିଜୁଳି ମାରିଲାଣି

ସାକ୍ରାମେଂଟୋ:କାଲିଫୋଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବା ନାମ ଧରୁ ନାହିଁ । ଧିରେ ଧିରେ ଏହା ଅନ୍ୟ ଅଂଚଳକୁ ବ୍ୟାପିବାକୁ ଲାଗିଲାଣି । ସ୍ଥାନୀୟ ସରକାର ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ଆଖି ଦୃଶିଆ ସଫଳତା ମିଳୁ ନାହିଁ । ରିପୋର୍ଟ ମୁତାବକ କାଲିଫୋଣ୍ଣିଆ ଜଙ୍ଗଲରେ ନିକଟରେ ୧୫ ଅଗଷ୍ଟ…

ବଦଳିବେ କି ରାଜ୍ୟ କଂଗ୍ରେସ ସଭାପତି? ମେଳି ବାନ୍ଧିଲେ ବିଧାୟକ

ଭୁବନେଶ୍ୱର: ସିଡବ୍ଲୁସି ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ବାନ୍ଧିଛି ମେଳି । ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ବସିଥିଲା । ଏଥିରେ…

ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲ୍‌ଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିହାର ନିର୍ବାଚନ । ଏବେଠାରୁ ହିଁ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି କସରତ । ଏହାରି ଭିତରେ ବିଜେପି କାର୍ଯ୍ୟକାରଣୀ ବୈଠକ ସରିଛି । ନୀତିଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ପେଜି ଏକାଠି ହୋଇ ବିହାରରେ…

ବିନୋଦ ପରେ ସୋସିଆଲ ସାଇଟରେ ଟ୍ରେଣ୍ଡ କରୁଛି ଆୟୁଷି ବେବଫା ହେ

ନୂଆଦିଲ୍ଲୀ: ସୋସିଆଲ ସାଇଟରେ କେତେବେଳେ କଣ ଟ୍ରେଣ୍ଡ କରିବା ବୁଝିବା କଷ୍ଟକର ବ୍ୟାପାର । ଏବେ କିଛି ଦିନ ହବ ଅଦ୍ଭୁତ ପ୍ରକାର ଟେଣ୍ଡ ଚାଲିଛି । ସୋନମ ଗୁପ୍ତା ବେବଫା ପରେ ହଠାତ୍ ଟ୍ରେଣ୍ଡ କରିଥିଲା ବିନୋଦ । ଏହା ବିଷୟରେ କେହି କିଛି ଜାଣି ନ ଥିଲେ ସୁଦ୍ଧା ଏହା ଟ୍ରେଣ୍ଡ କରିଥିଲା । ଏବେ…

ଆଇସିସି ହଲ ଅଫ ଫେମରେ ସାମିଲ ହେଲେ କାଲିସ, ଜାହୀର

ଲଣ୍ଡନ: ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ସ କାଲିସ, ପାକିସ୍ତାନର ଜାହୀର ଆବାସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଲିସା ଷ୍ଟାଲେକର । ଆଇସିସି କୋଭିଡ-୧୯ ମହାମାରୀ ଯୋଗୁ ଉପରୋକ୍ତ ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଭର୍ଚୁଆଲ…

କଂଗ୍ରେସ ସଭାପତି ପଦ ଛାଡିବେ ସୋନିଆ !

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ । ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପାର୍ଟି ସହଯୋଗୀଙ୍କୁ କହିଛନ୍ତ ସେ ଅନ୍ତରୀଣ ସଭାପତି ଭାବେ ନିଜର ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କୁ ପାର୍ଟିର ସଭାପତି ପଦରୁ ହଟିବା ଉଚିତ୍ ଏବଂ ପାର୍ଟିକୁ…

କଟକରେ କରୋନା ସୁସ୍ଥ ହାର ୬୫.୭୭%: ଜିଲ୍ଲାପାଳ

କଟକ: ସିଲଭର ସିଟି କଟକରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ ଶହେରୁ ୨ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକର କରୋନା ସ୍ଥିତି ନେଇ କଟକ ଜିଲ୍ଲାପାଳ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ କଟକରେ ୨ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି…

ଭୁବନେଶ୍ୱରରେ ୭୩ଶହ ଟପିଲା କରୋନା ସଂକ୍ରମଣ; ଆଜି ୩୧୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…