Latest Odisha News

BREAKING NEWS

ମାର୍କଣ୍ଡେୟ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ଋଷି ପଞ୍ଚମୀ ବ୍ରତ ପାଳନ

ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ପଞ୍ଚମୀରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ । ଏହି ବ୍ରତ ସ୍ୱୟଂ ମା’ ଶ୍ରୀଦେବୀ ମହାଲକ୍ଷ୍ମୀ ପାଳନ କରିଥାନ୍ତି । ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଅଭିନେତାଙ୍କ ସାଙ୍ଗ ଓ ରୋଷେୟାକୁ ସିବିଆଇର ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନୀ ଓ ରୋଷେୟା ନୀରଜ ସିଂହଙ୍କୁ ସିବିଆଇ ଜେରା କରୁଥିବା ଗେଷ୍ଟ ହାଉସ୍ ନିକଟରେ ରବିବାର ଦେଖିବାକୁ ମିଳିଛି। ଏଏନଆଇର ରିପୋର୍ଟ ଅନୁଯାୟୀ ସିବିଆଇ ତୃତୀୟ ଥର ପାଇଁ ରୋଷୟା ନୀରଜ ସିଂହଙ୍କୁ ଜେରା କରିବ ।…

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ବର୍ଷିଲେ ବିଜୟ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଅନେକ ମଠ ଭଂଗା ହେଲା , ସେସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ…

କେତେ ପ୍ରତିଶତ କମିବ ସିଲାବସ, ସପ୍ତାହ ଭିତରେ ଦୂର ହେବ ଦ୍ୱନ୍ଦ୍ୱ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପାଠପଢା ପ୍ରଭାବିତ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ସିଲାବସ୍ ହ୍ରାସ ନିଷ୍ପତ୍ତି ଉପରେ । ଏହାରି ଭିତରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସିଲାବସ୍ ହ୍ରାସ ସମ୍ପର୍କରେ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ…

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପରୀକ୍ଷାଗାରରେ ୬୮ ହଜାର ୯୦୬ ନମୂନା ପରୀକ୍ଷା କରାଯାଇଛି । ଏଥିରୁ ୬୧ ହଜାର ୧୬୬ଟି ଆଂଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ଆରଟିପିସିଆର ଟେଷ୍ଟ ସଂଖ୍ୟା ହେଉଛି…

ପୂର୍ବତନ ସିଜିଆଇ ରଞ୍ଜନ ଗୋଗୋଇ ହୋଇପାରନ୍ତି ଆସାମ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ!

ଗୌହାଟି: ଆସନ୍ତା ବର୍ଷ ଆସାମରେ ହେବାକୁ ବିଧାନସଭା ନିର୍ବାଚନରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜିଆଇ) ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କଂଗ୍ରେସର ଭେଟେରାନ୍ ନେତା ତରୁଣ ଗୋଗେଇ ଦାବି କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ…

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ତାଳଚେର: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଶିପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାନଭାଇ ନିରଞ୍ଜନ ବାରିକ ମଦ୍ୟପାନ କରି ଘରକୁ ଫେରିଥିଲା। ପରେ  କୌଣସି କଥାକୁ ନେଇ ବଡ଼ଭାଇ ଓ ସାନଭାଇ ମଧ୍ୟରେ ବଚସା ହୋଇଥିଲା । ତେବେ ରାତିରେ…

ଚୀନକୁ ଭାରତଠାରୁ ବଡ ଝଟକା ଦେଲା ୟୁଏଇ, ବାତିଲ କଲା ୭୫ ହଜାର କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ: ଭାରତଠାରୁ ଚୀନକୁ ବଡ ଝଟକା ଦେଇଛି ୟୁଏଇ । ରବିବାର ସାଉଦି ଆରବର ସରକାରୀ ତେଲ କମ୍ପାନୀ ସଉଦି ଅରାମକୋ ଚୀନ ସହିତ କରିଥିବା ୭୫ ହଜାର କୋଟି ଟଙ୍କାର ଚୁକ୍ତି ବାତିଲ କରିଛି । ଅରାମକୋ ଓ ଚୀନ ମିଳିତ ଭାବେ ଏକ ବଡ ଧରଣର ରିଫାଇନିଂ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ କରିବା ନେଇ ଯୋଜନା…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଦେବଗଡ, ପୁରୀ,…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦୦ ଟପିଲା, ଆଜି ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୪୦୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…